ବ୍ଲାଉଜ୍ କାନ୍ଧ ଖସିବା ବନ୍ଦ କରିବାର ସହଜ Formula | Blouse Fitting Tips
DD FASHION WORLD
0:00 / 0:00
ବ୍ଲାଉଜ୍ କାନ୍ଧ ଖସିବା ବନ୍ଦ କରିବାର ସହଜ Formula | Blouse Fitting Tips
4 509 просмотров · 2 нед. назад
DD FASHION WORLD
79 подписчиков
4 509 просмотров · 2 нед. назад
38 SIZE BLOUSE CUTTING,
BLOUSE SHOULDER DROP SOLUTION,
ARMHOLE JHOL SOLUTION,
ଆପଣଙ୍କ Blouse ର Shoulder ବାରମ୍ବାର ଖସି ଯାଉଛି କି? କିମ୍ବା Armhole / କାଖ ପାଖରେ Jhol ପଡୁଛି?
ଏହି ଭିଡିଓରେ ମୁଁ 38 Size Blouse ପାଇଁ Deep Neck ଅନୁସାରେ Shoulder କେତେ ରଖିବେ ଏବଂ Armhole ର ସଠିକ୍ Formula ସମ୍ପୂର୍ଣ୍ଣ ସହଜ ଉପାୟରେ ଶିଖାଇଛି। ଏହି ୫ଟି ଟିପ୍ସ ମନେ ରଖିଲେ ଆପଣଙ୍କ ବ୍ଲାଉଜ୍ ଫିଟିଙ୍ଗ୍ ଏକଦମ୍ ପରଫେକ୍ଟ ଆସିବ।
📌 Video Highlights:
00:00 - Blouse Fitting Problems (Shoulder Drop & Armhole Wrinkles)
00:42 - 38 Size Blouse Drafting & Measurements
02:27 - Deep Neck ଅନୁସାରେ Shoulder Formula
06:58 - Armhole Shape & Front/Back Curves
09:40 - Shoulder Slope & Piping Tips for Perfect Grip
👉 ଭିଡିଓଟି ଭଲ ଲାଗିଲେ Like, Share ଏବଂ Comment ନିଶ୍ଚୟ କରନ୍ତୁ।
👉 ଏହିପରି ଆହୁରି ସିଲେଇ ଶିଖିବା ପାଇଁ DD FASHION WORLD ଚ୍ୟାନେଲ୍ କୁ Subscribe କରନ୍ତୁ!
#blousecutting #shoulderdropformula #armholefitting #blousefittingtips #ddfashionworld #blousetutorialinodia #stitchingideas #sewingtutorial #blousedesign #tailoringtricks