MKCG ଶୌଚାଳୟରେ କିଏ କରୁଥିଲା ଭିଡିଓ ରେର୍କଡିଂ ? | Odisha Reporter
Odisha Reporter
0:00 / 0:00
MKCG ଶୌଚାଳୟରେ କିଏ କରୁଥିଲା ଭିଡିଓ ରେର୍କଡିଂ ? | Odisha Reporter
3 300 просмотров · 12 ч назад
Odisha Reporter
2,99 млн подписчиков
3 300 просмотров · 12 ч назад
MKCG ଶୌଚାଳୟରେ କିଏ କରୁଥିଲା ଭିଡିଓ ରେର୍କଡିଂ ? | Odisha Reporter
MKCG ମେଡିକାଲ ଶୌଚାଳୟରେ ମୋବାଇଲ କ୍ୟାମେରା, କିଏ କରୁଥିଲା ଭିଡିଓ ରେକର୍ଡିଂ? ମେଡିକାଲ କଲେଜର ଇନ୍ଡୋର ଶୌଚାଳୟ ଭିତରେ ମୋବାଇଲ କ୍ୟାମେରା ରଖାଯାଇଥିବା ନେଇ ଅଭିଯୋଗ ଆଣିଥିଲେ ଜଣେ ଇଣ୍ଟର୍ନସିପ୍ ଛାତ୍ରୀ । ଏହି ଘଟଣାକୁ ନେଇ ଚାରିଦିନ ତଳେ ଖବର ଭାଇରାଲ ହେବା ପରେ ଆକ୍ସନ୍ ମୋଡ୍କୁ ଆସିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ଘଟଣାକୁ ନେଇ ଥାନାରେ ମାମଲା ପହଞ୍ଚିଛି । ଶୌଚାଳୟ ଭିତରେ କିଏ ରଖିଥିଲା ମୋବାଇଲ କ୍ୟାମେରା? ଭିଡିଓ ରେକର୍ଡିଂ ପଛରେ କାହାର ହାତ? ଘଟଣାକୁ ନେଇ ତଦନ୍ତ ଜାରି ।
#MKCGMedical #Berhampur #MedicalCollege #MobileCamera #VideoRecording #PrivacyViolation #OdishaNews #OdishaCrime #OdishaReporter #MKCGମେଡିକାଲ #ଶୌଚାଳୟରେକ୍ୟାମେରା #ଭିଡିଓରେକର୍ଡିଂ #ଇଣ୍ଟର୍ନସିପ୍ଛାତ୍ରୀ #ମେଡିକାଲଖବର #ଓଡ଼ିଶାଖବର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter