Date of Birth Ru Janantu Government Job Joga | ସଠିକ୍ ଓଡ଼ିଆ ନିଉମେରୋଲୋଜି Destiny ଦେଖନ୍ତୁ |#numerology
Manas Nayak
0:00 / 0:00
Date of Birth Ru Janantu Government Job Joga | ସଠିକ୍ ଓଡ଼ିଆ ନିଉମେରୋଲୋଜି Destiny ଦେଖନ୍ତୁ |#numerology
269 453 просмотра · 5 мес. назад
Manas Nayak
2,44 тыс. подписчиков
269 453 просмотра · 5 мес. назад
ଜନ୍ମ ତାରିଖ ଓ ମୂଳାଙ୍କ ଅନୁଯାୟୀ ଆପଣଙ୍କର ସରକାରୀ ଚାକିରୀ (Govt Job) ଯୋଗ ଅଛି କି ନାହିଁ? କେଉଁ ଅଙ୍କ ବିଶିଷ୍ଟ ବ୍ୟକ୍ତିଙ୍କୁ ଶୀଘ୍ର ମିଳେ ସରକାରୀ ଚାକିରୀ? ୨୦୨୬ ପାଇଁ ସଠିକ୍ ଓଡ଼ିଆ ନିଉମେରୋଲୋଜି ଭବିଷ୍ୟବାଣୀ ଏଠାରେ ଦେଖନ୍ତୁ।
@arviendsud
ନିଉମେରୋଲୋଜି ଅନୁଯାୟୀ ସରକାରୀ ଚାକିରୀ ଯୋଗ (ସୂଚନା)ମୂଳାଙ୍କ ୧ (୧, ୧୦, ୧୯, ୨୮ ତାରିଖ): ଏହି ବ୍ୟକ୍ତିମାନଙ୍କର ସରକାରୀ ଚାକିରୀ ପାଇବାର ସମ୍ଭାବନା ଅଧିକ।ମୂଳାଙ୍କ ୪ (୪, ୧୩, ୨୨, ୩୧ ତାରିଖ): ପ୍ରଶାସନିକ ଏବଂ ବୈଷୟିକ ସରକାରୀ ପଦବୀ ପାଇଁ ଶୁଭ।ମୂଳାଙ୍କ ୮ (୮, ୧୭, ୨୬ ତାରିଖ): କଠିନ ପରିଶ୍ରମ ପରେ ସରକାରୀ ଚାକିରୀ ଏବଂ ଉଚ୍ଚ ପଦବୀର ଯୋଗ।ମୂଳାଙ୍କ ୯ (୯, ୧୮, ୨୭ ତାରିଖ): ପୋଲିସ୍, ସେନା କିମ୍ବା ଡିଫେନ୍ସ ସେକ୍ଟରରେ ଚାକିରୀ ପାଇଁ ଶୁଭ।
Gmail. manasnayak00999@gmail.com
Mobile 📲 9665561066