🔥 ପ୍ରେମିକାକୁ ନିଜର ସତ ପରିଚୟ କହିବା ପୂର୍ବରୁ ଘଟିଗଲା ଏମିତି କାଣ୍ଡ!😱/ odia kahani /katha cine odia
KATHA CINE ODIA
0:00 / 0:00
🔥 ପ୍ରେମିକାକୁ ନିଜର ସତ ପରିଚୟ କହିବା ପୂର୍ବରୁ ଘଟିଗଲା ଏମିତି କାଣ୍ଡ!😱/ odia kahani /katha cine odia
66 615 просмотров · 6 дней назад
KATHA CINE ODIA
2,11 тыс. подписчиков
66 615 просмотров · 6 дней назад
💔 ଯେତେବେଳେ ପ୍ରେମରେ ମିଳେ ଧୋକା, ସେତେବେଳେ ଭାଗ୍ୟ ଆମ ପାଇଁ ନୂଆ ରାସ୍ତା ଖୋଲିଦିଏ। ❤️
କୁମାର ନିଜ ଗର୍ଲଫ୍ରେଣ୍ଡ ନମିତାକୁ ହୃଦୟରୁ ଭଲ ପାଉଥିଲା। କିନ୍ତୁ ନମିତା ତାକୁ ଅପମାନ କରିବା ପରେ କୁମାରର ଜୀବନରେ ଆସିଲା ପ୍ରୀତି।
ପ୍ରୀତି ନିଜ ସମସ୍ୟାରୁ ବାହାରିବା ପାଇଁ କୁମାରଙ୍କୁ ୩ ମାସର Contract Marriage ପ୍ରସ୍ତାବ ଦେଲା। ଏହି ବିବାହ କେବଳ ଗୋଟିଏ ଚୁକ୍ତି ହୋଇ ରହିବ, ନା ଦୁହିଁଙ୍କ ହୃଦୟରେ ସତ ପ୍ରେମ ଜନ୍ମ ନେବ?
ଆଉ କୁମାରର ପ୍ରକୃତ ପରିଚୟ ଜାଣିବା ପରେ ନମିତାର ପ୍ରତିକ୍ରିୟା କ'ଣ ହେବ?
❤️ ଏହି ଭାବପ୍ରବଣ ଓଡ଼ିଆ କାହାଣୀଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। katha cine odia
👍 Like | 💬 Comment | 🔔 Subscribe
#OdiaKahani #OdiaLoveStory #OdiaDrama#kathacineodia #ContractMarriage #OdiaStory