ଜନ ଗଣନା ଗୀତ //ପ୍ରୀତି ସୁଲଗ୍ନା ଶୃତି ସୁଲଗ୍ନା / CENSUS SONG / PRITI SULAGNA SHRUTI SULAGNA / जनगणना गीत
Ama Nayagarh и GAON KHABARA
0:00 / 0:00
ଜନ ଗଣନା ଗୀତ //ପ୍ରୀତି ସୁଲଗ୍ନା ଶୃତି ସୁଲଗ୍ନା / CENSUS SONG / PRITI SULAGNA SHRUTI SULAGNA / जनगणना गीत
214 388 просмотров · 5 мес. назад
Ama Nayagarh и GAON KHABARA
214 388 просмотров · 5 мес. назад
ଜନ ଗଣନା ଗୀତ //ପ୍ରୀତି ସୁଲଗ୍ନା ଶୃତି ସୁଲଗ୍ନା / CENSUS SONG / PRITI SULAGNA SHRUTI SULAGNA / जनगणना गीत
*__________*
ଜନ ଗଣନା-୨୦୨୭ ପାଇଁ, ନୟାଗଡ଼ ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ, ସାରା ଭାରତ କୁ ସଚେତନ କରୁଛନ୍ତି, ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା
ଏହି ଗୀତ ଟି ଭାରତ ର ସମସ୍ତ ଜନ ସାଧାରଣ ତଥା, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଜନ ଗଣନା ଅଧିକାରୀ ( ଭାରତ ସରକାର ) ଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗୀକୃତ ।
यह गीत भारत की समस्त जनता, सभी शिक्षक-शिक्षिकाओं और जनगणना अधिकारियों (भारत सरकार) को समर्पित है। जनगणना-2027 के लिए, नयागढ़ जिले के शिक्षकों के साथ, प्रीति सुलगना और श्रुति सुलगना पूरे भारत को जागरूक कर रही हैं।
This song is dedicated to the citizens of India, all teachers, and the Census Officers of the Government of India. For Census 2027, along with the teachers of Nayagarh district, Priti Sulagna and Shruti Sulagna are creating awareness across India
🙇♂️🌹🙇♂️
*----------------*
ଦଶ ବରଷ ପରେ ଆସିଛି, ଆମ ଦେଶରେ ଜନ ଗଣନା
ଶୁଣ ମଉସୀ ଶୁଣ ମାଉସା, ତଥ୍ୟ ଦେବାରେ ଭୁଲ କରନା
ସମ୍ବିଧାନ ନିୟମ ଏଇ, ମାନିବା ଭଉଣୀ ଭାଇ
ନାଗରିକ ଅଧିକାର ଭୂଲି ଯାଅନା
--------------------
କେତେ ଶିକ୍ଷୟତ୍ରୀ କେତେଯେ ଶିକ୍ଷକ, ବୁଲୁଛନ୍ତି ଘରକୁ ଘର
ଜନ ଗଣନା ର ଦାୟିତ୍ୱ ତାଙ୍କର, ତାଙ୍କପଦେ କୋଟି ଜୁହାର
ଦେଶର ପ୍ରଗତି ପାଇଁ, ଦେବାରେ ହାତ ବଢ଼େଇ
କେବେବି କାହାକୁ ଅସମ୍ମାନ କରନା, ଅସମ୍ମାନ କରନା
--------------------
ତେତିଶି ଟି ପ୍ରଶ୍ନ ଗୋଟି ଗୋଟି କରି, ପଚାରିବେ ଏନମ୍ୟୁରେଟର
ପ୍ରତିଟି ପ୍ରଶ୍ନର ସଠିକ୍ ଉତ୍ତର, ଦେବାପାଇଁ ଭୟ ନକର
ରାଷ୍ଟ୍ର ବିକାଶ ପାଇଁ, ସଚେତନ ହୁଅରେ ଭାଇ
କାନକୁହା ଗୁଜବ କୁ ଜମା ସୁଣନା, ଜମା ସୁଣନା
--------------------
ସରକାର ଆଉ ପ୍ରସାଶନ ସଦା, ଜନସେବା ପାଇଁ ତତ୍ପର
ଶୃଙ୍ଖଳା ରେ ଏଠି ଚାଲିଛି ଗଣନା, ଗାଁ ହେଉ ଅବା ସହର
ସଭିଙ୍କ ଅବଦାନ ଜାତୀୟ ଅଭିଯାନ
ମିଳିମିଶି କର ମାତୃଭୂମି ବନ୍ଦନା
*------------------*
ଗୀତ, ସଙ୍ଗୀତ ଓ ନିର୍ଦ୍ଦେଶନା - କୁରେଶ ଚନ୍ଦ୍ର ସାହୁ
କଣ୍ଠ - ପ୍ରୀତି ସୁଲଗ୍ନା ଓ ଶୃତି ସୁଲଗ୍ନା
ଚିତ୍ରୋତ୍ତଳନ - ସୁରେଶ ଚନ୍ଦ୍ର ସାହୁ
ସହକାରୀ - ଅଶୋକ କୁମାର ସାହୁ , ଅଖିଳ ପ୍ରଧାନ
ଷ୍ଟୁଡିଓ - ମହାବୀର ଫଟୋ ୱାଲ୍ଡ
ସମ୍ପାଦନା - ରମେଶ ଚନ୍ଦ୍ର ସାହୁ
କଳା - କିଶୋର ଚନ୍ଦ୍ର ସାହୁ
ରୁପସଜ୍ଜା - ପଞ୍ଚାନନ ବେହେରା
ପ୍ରଡକ୍ସନ - ସୌରଭ କୁମାର ସାହୁ , ପ୍ରଦୀପ ପ୍ରଧାନ
ଖାଦ୍ଯ - ହୋଟେଲ ସମ୍ରାଟ
ଆଲୋକ - ଅଖିଳ ପ୍ରଧାନ
ବିଶେଷ କୃତଜ୍ଞତା
ପିଏମ ଶ୍ରୀ ରାଧା ମୋହନ ଜୀଉ ନୋଡାଲ ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା
ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦଶପଲ୍ଲା
ସରକାରୀ ଉଚ୍ଚ ବିଦ୍ୟାଳୟ, ଭୋଗବାଡ଼ି
ସରକାରୀ ପ୍ରାଥମିକ ବିଦ୍ୟାଳୟ, ବାରପୁରିକିଆ