ଆଗକୁ କେମିତି ରହିବ ଭାରତର ପାଣିପାଗ? | What Lies Ahead for India’s Weather? | Dr Sarat Chandra Sahu
OdishaLIVE
0:00 / 0:00
ଆଗକୁ କେମିତି ରହିବ ଭାରତର ପାଣିପାଗ? | What Lies Ahead for India’s Weather? | Dr Sarat Chandra Sahu
13 792 просмотра · 1 дн. назад
OdishaLIVE
1,22 млн подписчиков
13 792 просмотра · 1 дн. назад
#KetekaKatha #DrSaratChandraSahu #Cyclone #OdishaWeather
ଓଡ଼ିଶାର ଜଣାଶୁଣା ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ଚନ୍ଦ୍ର ସାହୁ। ପାଣିପାଗ ବିଜ୍ଞାନ କ୍ଷେତ୍ରରେ ରହିଛି ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଭାବେ ସେ ୨୦୦୪ରୁ ୨୦୧୮ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ।
ବାତ୍ୟାର ପୂର୍ବାନୁମାନ, ପାଣିପାଗ ଆକଳନ, ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ‘କେତେକଥା’ରେ ନିଜ ମତାମତ ରଖିଛନ୍ତି ଡକ୍ଟର ଶରତ ଚନ୍ଦ୍ର ସାହୁ। ଏହି ସାକ୍ଷାତକାରରେ ବାତ୍ୟାର ଅନେକ ଅଜଣା ଦିଗ, ପାଣିପାଗ ପୂର୍ବାନୁମାନରେ ଆଧୁନିକ ଜ୍ଞାନକୌଶଳର ଭୂମିକା ଏବଂ ଭବିଷ୍ୟତର ପାଣିପାଗକୁ ନେଇ ସେ ଆଲୋଚନା କରିଛନ୍ତି। ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର।
Join this channel to get access to perks:
/ @odishalive
L I K E || S H A R E || S U B S C R I B E
News Website: https://www.odisha.live
Facebook: / odishalive
YouTube: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
A/23, (Ground Floor) Surya Nagar, Near Hotel Venus,
Governor House Road, Bhubaneswar - 751003 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.