Перейти к содержимому

ଶ୍ରୀମନ୍ଦିରରେ ନବଗ୍ରହ | SRIMANDIRARE NABAGRAHA | AJIRA BESHA SHRINGAR | JAY JAGANNATHA TV

JAY JAGANNATH TV

0:00 / 0:00

ଶ୍ରୀମନ୍ଦିରରେ ନବଗ୍ରହ | SRIMANDIRARE NABAGRAHA | AJIRA BESHA SHRINGAR | JAY JAGANNATHA TV

1 427 просмотров · 1 год назад
JAY JAGANNATH TV
782 тыс. подписчиков
1 427 просмотров · 1 год назад
ବିଷୟ - ଶ୍ରୀମନ୍ଦିରରେ ନବଗ୍ରହ ପଣ୍ଡିତ ରାଜେଶ ମହାପାତ୍ର ଏବଂ ଆଜିର (19-10-2024) ବେଶ ଶୃଙ୍ଗାର SRIMANDIRARE NABAGRAHA Prabachaka- RAJESH MOHAPATRA &Today's(19-10-2024) Besa Srungar "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I ଜୟ ଜଗନ୍ନାଥ🙏🙏🙏 Watch "JAY JAGANNATH TV" on DTH: TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397 Also available on all cable networks. For More Info please contact - 6372804618 Also, visit our other social media pages : Facebook: https://bit.ly/3kxvE7A Instagram: https://bit.ly/3KEpYDF YouTube: https://bit.ly/3KAQeyD Twitter: https://bit.ly/38JpX3U #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati