୬୦ ଟଙ୍କାରେ ସାଧା ଥାଳି ଆଉ ୭୦ ଟଙ୍କାରେ ମାଛ ଥାଳି! ପରା ଘର ଭଳି ସ୍ୱାଦ | #Odia #Street #food
The Local Bite
0:00 / 0:00
୬୦ ଟଙ୍କାରେ ସାଧା ଥାଳି ଆଉ ୭୦ ଟଙ୍କାରେ ମାଛ ଥାଳି! ପରା ଘର ଭଳି ସ୍ୱାଦ | #Odia #Street #food
8 204 просмотра · 2 нед. назад
The Local Bite
87 подписчиков
8 204 просмотра · 2 нед. назад
ନମସ୍କାର ଦର୍ଶକବନ୍ଧୁ! ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ନୂଆ ଭିଡିଓ, ଯେଉଁଠି ଆପଣ କମ୍ ଟଙ୍କାରେ ପାଇପାରିବେ ପୂରା ଘର ପରି ସ୍ୱାଦିଷ୍ଟ ଖାଦ୍ୟ। ମାତ୍ର ୬୦ ଟଙ୍କାରେ ସାଧା ଖାଦ୍ୟ ଏବଂ ୭୦ ଟଙ୍କାରେ ମାଛ ଥାଳି!
ଯଦି ଆପଣ ଘରଠାରୁ ଦୂରରେ ଥାଇ ମଧ୍ୟ ଘରର ବାସ୍ନା ଏବଂ ସ୍ୱାଦ ଖୋଜୁଛନ୍ତି, ତେବେ ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ।
ଭିଡିଓଟି ଭଲ ଲାଗିଲେ ଲାଇକ ଏବଂ ସେୟାର କରନ୍ତୁ।
ଏହିଭଳି ଆହୁରି ଅଧିକ ସ୍ୱାଦିଷ୍ଟ ଖାଦ୍ୟ ଏବଂ ଭିଡିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ!
#OdiaFood #StreetFoodOdia #DesiKhana #FishThali #OdiaVlog #Foodie