Перейти к содержимому

ପଶ୍ଚିମ୍ ଓଡ଼ିଶାର୍ ବଡ଼ଖା ତିହାର୍ — ନୂଆଖାଇ 🌾🙏#nuakhai#westernodisha#nuakhaijuhar#odiafestival

Litu's vlog

0:00 / 0:00

ପଶ୍ଚିମ୍ ଓଡ଼ିଶାର୍ ବଡ଼ଖା ତିହାର୍ — ନୂଆଖାଇ 🌾🙏#nuakhai#westernodisha#nuakhaijuhar#odiafestival

1 362 просмотра · 7 дней назад
Litu's vlog
573 подписчика
1 362 просмотра · 7 дней назад
ନୂଆଖାଇ — ପଶ୍ଚିମ ଓଡ଼ିଶାର ବଡ଼ଖା ତିହାର🌾🙏..... ଇ ଦିନେ ଯିଏ ଯେତେ ଦୂରେ ଥିଲେ ବି, କିଏ ପଢ଼ୁଥିଲେ, କିଏ ଚାକିରି କରୁଥିଲେ—ସମସ୍ତେ ନିଜର୍ ଘରକେ ଆଇସନ୍ ।ବଡ଼ମାନକର୍ ଆଶୀର୍ବାଦ୍ ନେଇ, ସମସ୍ତେ ଏକାଠି ହେଇ ମିଶିକରି ନୁଆ ଖାଇସନ୍ 🌾😍। ଇ vlog ରେ ଆମର୍ ନୂଆଖାଇର୍ ପୂଜା, ପରମ୍ପରା, ଘରର୍ ଲୋକମାନକର୍ ସାଙ୍ଗେ ମିଶିକରି ନୂଆ ଖାଇବାର୍ ଖୁସି ଆର୍ କିଛି ସୁନ୍ଦର୍ ପାରିବାରିକ୍ ମୁହୂର୍ତ୍ତ ଆପଣମାନଙ୍କ ସାଙ୍ଗେ share କରିଛେ।ଆପଣମାନଙ୍କର୍ ଘରେ ନୂଆଖାଇ କେନ୍ତା ପାଳନ୍ କର୍‌ସନ୍ କମେଣ୍ଟ୍‌ରେ ନିଶ୍ଚେ ଜଣାଇବେ😊। ସମସ୍ତଙ୍କୁ ମୋର୍ ତରଫରୁ ନୂଆଖାଇ ଜୁହାର୍🙏 #Nuakhai #Nuakhai2026 #NuakhaiCelebration #WesternOdisha #Odisha #OdiaVlog #NuakhaiJuhar #WesternOdishaCulture #OdiaCulture #OdishaFestival #NuakhaiFestival #FamilyVlog