ଆମ୍ବୁଲ ଦେଇ ମାଛ ବେସର 😋 | ଏମିତି ସୁଆଦିଆ ମାଛ ବେସର ଥରେ ଖାଇଲେ ଭାତ ଛାଡ଼ିହେବନି ❤️ | Odia Fish Besara
Paro Rosaighara
0:00 / 0:00
ଆମ୍ବୁଲ ଦେଇ ମାଛ ବେସର 😋 | ଏମିତି ସୁଆଦିଆ ମାଛ ବେସର ଥରେ ଖାଇଲେ ଭାତ ଛାଡ଼ିହେବନି ❤️ | Odia Fish Besara
42 просмотра · 8 дней назад
Paro Rosaighara
1,94 тыс. подписчиков
42 просмотра · 8 дней назад
ଆଜି ବନେଇଛି ଆମ୍ବୁଲ ଦେଇ ଓଡ଼ିଆ ଘରର ପାରମ୍ପରିକ ମାଛ ବେସର 😋🐟
ସୋରିଷ, ଜିରା, ରସୁଣ ଓ ଆମ୍ବୁଲର ଖଟା ସ୍ୱାଦରେ ଏହି ମାଛ ବେସର ହୋଇଛି ଖୁବ୍ ସୁଆଦିଆ। ❤️
ସାଧାରଣ ମାଛକୁ ଏମିତି ଘରୋଇ ଓଡ଼ିଆ ଷ୍ଟାଇଲ୍ରେ ବନାଇଲେ ଗରମ ଭାତ ସହିତ ଖାଇବାକୁ ମଜା ଦୁଇଗୁଣା ହୋଇଯାଏ। 🍚🐟
ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଘରେ ନିଶ୍ଚୟ ଥରେ ବନାଇ ଦେଖନ୍ତୁ।
ଭଲ ଲାଗିଲେ Like ❤️ | Comment 💬 | Share 🔄 | Subscribe 🔔 କରନ୍ତୁ।
🔥 Hashtags
#ମାଛବେସର #ଆମ୍ବୁଲମାଛବେସର #OdiaRecipe #OdiaFood #FishBesara #FishRecipe #OdiaCooking #ଓଡ଼ିଆରୋଷେଇ #TraditionalOdiaFood #ParoRaseiGhar