Перейти к содержимому

ପଶିଗଲା ନାଳ ପାଣି, ସତ କହିଦେଲେ ବିଧାୟକ | Odisha Reporter

Odisha Reporter

0:00 / 0:00

ପଶିଗଲା ନାଳ ପାଣି, ସତ କହିଦେଲେ ବିଧାୟକ | Odisha Reporter

26 055 просмотров · 7 ч назад
Odisha Reporter
2,99 млн подписчиков
26 055 просмотров · 7 ч назад
ପଶିଗଲା ନାଳ ପାଣି, ସତ କହିଦେଲେ ବିଧାୟକ | Odisha Reporter ଆସ୍କା ସହର ପାଇଁ ଅଭିଶାପ ପାଲଟିଛି ଖମାନାଳ। ବନ୍ୟା ଜଳ ସହରରେ ପଶିବା ପରେ ଲୋକେ ହନ୍ତସନ୍ତ। ବିଧାୟକ ସରୋଜ ପାଢ଼ୀ ନିଜେ ଦିନରାତି ଲୋକଙ୍କ ସହ ରହି ବନ୍ୟାର ସ୍ଥିତି ଦେଖିଛନ୍ତି। ଏପରିକି ତାଙ୍କ ନିଜ ଘରେ ମଧ୍ୟ ପଶିଛି ପାଣି। ଦୀର୍ଘଦିନର ଏହି ସମସ୍ୟାର ସମାଧାନ ଏଯାଏଁ ହୋଇପାରିନାହିଁ। ବନ୍ୟା ଜଳ ଛାଡ଼ିବା ପରେ ମୁଖ୍ୟମନ୍ତ୍ରୀ ଦେଇଥିବା ଅର୍ଥରେ ଯୁଦ୍ଧକାଳୀନ ଭିତ୍ତିରେ ନାଳର ପୁନରୁଦ୍ଧାର କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଧାୟକ। #AskaFlood #KhamaNala #SarojPadhi #GanjamFlood #OdishaFlood #OdishaNews #FloodSituation #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter