ଏବେବି ନଦୀ ତଳେ ଶୁଭଶ୍ରୀଙ୍କ ମୃତଦେହ | Odisha Reporter
Odisha Reporter
0:00 / 0:00
ଏବେବି ନଦୀ ତଳେ ଶୁଭଶ୍ରୀଙ୍କ ମୃତଦେହ | Odisha Reporter
1 676 просмотров · 1 день назад
Odisha Reporter
2,99 млн подписчиков
1 676 просмотров · 1 день назад
ଏବେବି ନଦୀ ତଳେ ଶୁଭଶ୍ରୀଙ୍କ ମୃତଦେହ | Odisha Reporter
ଟଣାକୁ ବିତିଗଲାଣି ୧୭ ଦିନ, ହେଲେ ଏଯାଏଁ ମିଳୁନି ଶୁଭଶ୍ରୀ ଦାସଙ୍କ ମୃତଦେହର ପତ୍ତା। ପୂର୍ବରୁ ନଦୀରୁ ମୃତଦେହ ନେଇ ପରିବାରଲୋକେ ଗାଏବ କରିଦେଇଥିବା ଦାବି କରିଥିଲେ ପ୍ରତ୍ୟକ୍ଷଦର୍ଶୀ। ଅନ୍ୟପଟେ, ଝିଅ ନିଖୋଜ ନେଇ ଥାନାରେ ଏତଲା ଦେବା ପରେ ପରିବାର ପକ୍ଷରୁ ଶୁଦ୍ଧିକ୍ରିୟା ସାରିଦିଆଯାଇଥିବା ସୂଚନା ମିଳିଛି। ନଦୀରେ ୪ ଥର ଖୋଜାଖୋଜି କରି ମଧ୍ୟ ନିରାଶ ହୋଇଛି ଅଗ୍ନିଶମ ବାହିନୀ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ରାଜପୁର ଗାଁର ଏହି ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ। ଶୁଭଶ୍ରୀଙ୍କ ମୃତଦେହ କେଉଁଠି? ତଦନ୍ତରେ କେଉଁ ନୂଆ ତଥ୍ୟ ରଖିଲେ ଏସ୍ପି? ଦେଖନ୍ତୁ ଏହି ବିଶେଷ ରିପୋର୍ଟ, କେବଳ Odisha Reporterରେ।
#OdishaReporter #OdishaNews #SubhashreeDas #Kendrapara #Rajnagar #MissingCase #MysteryDeath #PoliceInvestigation #ଓଡ଼ିଶାଖବର #ଶୁଭଶ୍ରୀଦାସ #ଶୁଭଶ୍ରୀମୃତ୍ୟୁରହସ୍ୟ #କେନ୍ଦ୍ରାପଡ଼ା #ରାଜନଗର #ନିଖୋଜମାମଲା #ପୋଲିସତଦନ୍ତ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter