Перейти к содержимому

Kaliya Dalana Besha of Jagannath: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ

ZEE Odisha News

0:00 / 0:00

Kaliya Dalana Besha of Jagannath: ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ

59 просмотров · 1 г. назад
ZEE Odisha News
89,5 тыс. подписчиков
59 просмотров · 1 г. назад
ଆଜି ମହାପ୍ରଭୁଙ୍କ କାଳୀୟଦଳନ ବେଶ। ଶ୍ରୀମନ୍ଦିରରେ ଭାଦ୍ରବ ଶ୍ରୀକୃଷ୍ଣ ଲୀଳା ଅବସରରେ କୃଷ୍ଣ ଏକାଦଶୀ ମଙ୍ଗଳବାର ଶ୍ରୀବିଗ୍ରହଙ୍କ କାଳୀୟଦଳନ ନୀତି ଓ ଧେନୁକ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ। କାଳୀୟଦଳନ ବେଶରେ ମହାପ୍ରଭୁ ସାତ ଫଣା ଥାଇ କାଳୀୟନାଗ ଉପରେ ଶ୍ରୀଜଗନ୍ନାଥ ନୃତ୍ୟ କରୁଥିବା ଭଙ୍ଗିରେ ଦର୍ଶନ ଦେବେ । କାଳୀୟ ନାଗ ଠାକୁରଙ୍କ ଶ୍ରୀଅଙ୍ଗକୁ ଆବୃତ କରିଥିବ। କାଳିନ୍ଦୀ ହ୍ରଦର ଭୟାବହ କାଳୀୟ ସର୍ପକୁ ଶ୍ରୀକୃଷ୍ଣ ଦଳି ଦମନ କରିଥିଲେ । ଏହି ସ୍ମୃତିରେ ବଡ଼ଦେଉଳରେ ମହାପ୍ରଭୁଙ୍କ କାଳୀୟଦଳନ ବେଶ ଅନୁଷ୍ଠିତ ହୋଇଥାଏ। ଏହି ଅବସରରେ ଧେନୁକାସୁର ବଧ ପ୍ରସ୍ତାବ ଆଗତ ହେବ। ସେପଟେ ଭାଦ୍ରବ କୃଷ୍ଣପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନ୍‌ଭୋଜି ନୀତି ଅନୁଷ୍ଠିତ ହୋଇଛି। #odishanews #ZeeOdishaNews ................................................................................................................... About Channel:- Get the latest Odisha news headlines and breaking news, the latest news on our YouTube Channel, and know more about your State. Visit us to get the breaking news from Odisha at your fingertips. ........................................................................... Follow us on:- Web: https://zeenews.india.com/hindi/zeeod... Facebook:   / zeeodisha   Twitter:   / zeeodisha   Instagram:   / zeeodishanews   ......................................................................................................