Перейти к содержимому

Odisha Cyclone Update: ବାତ୍ୟା ନେଇ କାଲି ଆସିବ ସ୍ପଷ୍ଟ ଚିତ୍ର! କ’ଣ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ ଶୁଣନ୍ତୁ

Prameya Digital

0:00 / 0:00

Odisha Cyclone Update: ବାତ୍ୟା ନେଇ କାଲି ଆସିବ ସ୍ପଷ୍ଟ ଚିତ୍ର! କ’ଣ କହିଲେ ମନ୍ତ୍ରୀ ସୁରେଶ ପୂଜାରୀ ଶୁଣନ୍ତୁ

11 073 просмотра · 11 часов назад
Prameya Digital
148 тыс. подписчиков
11 073 просмотра · 11 часов назад
ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରେ ବୋଲି କହିଛନ୍ତି ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ୟୁରୋପୀୟ ପାଣିପାଗ ମଡେଲ୍‌ଗୁଡ଼ିକର ସଙ୍କେତକୁ ଆଧାର କରି ସରକାର ପ୍ରସ୍ତୁତି ଚଳାଇଛନ୍ତି ଏବଂ IMD ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସମ୍ଭାବ୍ୟ ଲଘୁଚାପ, ଅବପାତ ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତିକୁ ନେଇ ଏବେ ପାଣିପାଗ ବିଭାଗର ଚୂଡ଼ାନ୍ତ ଆକଳନକୁ ଅପେକ୍ଷା ରହିଛି। Watch the latest Odisha Cyclone Update 2026, Bay of Bengal Weather News, IMD Forecast and Odisha Disaster Management updates on Prameya Digital. ବାତ୍ୟାର ସମ୍ଭାବ୍ୟ ଗତିପଥ, ପବନ, ବର୍ଷା ଓ ସରକାରୀ ସତର୍କ ସୂଚନା ସମ୍ପର୍କିତ ଅପଡେଟ୍ ପାଇଁ ଆମ ଚ୍ୟାନେଲ୍‌କୁ Subscribe କରନ୍ତୁ। ଭିଡିଓଟିକୁ Like, Share କରନ୍ତୁ ଏବଂ ଆପଣଙ୍କ ମତାମତ Comment କରନ୍ତୁ। ସଠିକ୍ ଓ ନୂଆ ସୂଚନା ପାଇଁ IMD ଏବଂ ସରକାରୀ ଘୋଷଣା ଉପରେ ନଜର ରଖନ୍ତୁ। #OdishaCyclone #CycloneAlert #OdishaWeather #CycloneUpdate #OdishaNews #IMD #BayOfBengal #LowPressure #SureshPujari #WeatherUpdate #ବାତ୍ୟା #ଓଡ଼ିଶାପାଣିପାଗ #ଲଘୁଚାପ #OdiaNews #PrameyaDigital#Prameya #odisha #PrameyaDigital Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today. 👍 Like | 🔄 Share | 💬 Comment | 🔔 Subscribe Prameya Digital For latest news updates follow us on WhatsApp: https://www.whatsapp.com/channel/0029... For latest Odisha News Follow us: Website: http://www.prameya.com   / prameyadigital     / prameyadigital      / @prameyadigital     / prameya-digital-2853663a7     / prameyadigital   https://www.whatsapp.com/channel/0029...