Перейти к содержимому

ଇରାନରେ ଗୁଳିମାଡ଼ ପରେ ଓଡ଼ିଶାରେ ଜାହାଜ | Oil Tanker Reaches Paradip Port After Gunfire Near Iran

News18 Odia

0:00 / 0:00

ଇରାନରେ ଗୁଳିମାଡ଼ ପରେ ଓଡ଼ିଶାରେ ଜାହାଜ | Oil Tanker Reaches Paradip Port After Gunfire Near Iran

3 156 просмотров · 4 мес. назад
News18 Odia
6,3 млн подписчиков
3 156 просмотров · 4 мес. назад
ଇରାନରେ ଗୁଳିମାଡ଼ ପରେ ଓଡ଼ିଶାରେ ଜାହାଜ | Oil Tanker Reaches Paradip Port After Gunfire Near Iran In a dramatic and heroic maritime journey, a massive crude oil tanker successfully docked at Odisha’s Paradip Port on Wednesday. The vessel arrived safely after miraculously surviving a terrifying gunfire attack near high-risk Iranian waters. Carrying millions of barrels of essential crude oil, the ship and its brave crew faced immense danger navigating through tense geopolitical zones in the Middle East. Thanks to strategic maneuvers and high-seas resilience, the vessel avoided a major catastrophe, ensuring both crew safety and cargo security. Watch this exclusive report to uncover the thrilling details of this high-stakes escape and its impact on India's energy supply. Subscribe for more breaking updates! ମଧ୍ୟପ୍ରାଚ୍ୟ ସଙ୍କଟ ଓ ଯୁଦ୍ଧ ଭିତରେ ଓଡ଼ିଶାର ପାରାଦୀପ ବନ୍ଦରରେ ପହଞ୍ଚିଛି ଦେଶର ବଡ଼ ତୈଳବାହୀ ଜାହାଜ 'MT ସନମର ହେରାଲଡ୍‌'। ଇରାକରୁ ପ୍ରାୟ ୨୦ ଲକ୍ଷ ବ୍ୟାରେଲ କ୍ରୁଡ୍ ଅଏଲ୍ (ଅଶୋଧିତ ତୈଳ) ଧରି ଭାରତ ଅଭିମୁଖେ ଆସୁଥିବା ବେଳେ ହର୍ମୁଜ ପ୍ରଣାଳୀରେ ଏହି ଜାହାଜ ଉପରେ ଇରାନର IRGC ପକ୍ଷରୁ ଗୁଳିମାଡ଼ ଓ ଆକ୍ରମଣ ହୋଇଥିଲା। ଏଭଳି ଭୟଙ୍କର ପରିସ୍ଥିତି ଏବଂ ବଡ଼ ବିପଦ ସତ୍ତ୍ୱେ ଭାରତୀୟ ନୌସେନା ସହ ଯୋଗାଯୋଗ ରଖି ସମସ୍ତ କ୍ରୁ ମେମ୍ବର ସୁରକ୍ଷିତ ଭାବେ ଜାହାଜକୁ ପାରାଦୀପରେ ପହଞ୍ଚାଇଛନ୍ତି। ଜାହାଜର କ୍ୟାପଟେନ ଏବଂ ସାହସୀ ନାବିକମାନଙ୍କୁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ସାହସିକତାର ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ ଭିଡିଓଟିକୁ ନିଶ୍ଚୟ ଦେଖନ୍ତୁ! #ParadipPort #SanmarHerald #StraitOfHormuz Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_DA