Перейти к содержимому

ଆଧ୍ୟାତ୍ମିକ ଓ ଆଧୁନିକତାର ମିଶ୍ରଣ .. ପୁଡୁଚେରୀ | Odisha Reporter

Odisha Reporter

0:00 / 0:00

ଆଧ୍ୟାତ୍ମିକ ଓ ଆଧୁନିକତାର ମିଶ୍ରଣ .. ପୁଡୁଚେରୀ | Odisha Reporter

17 396 просмотров · 11 дней назад
Odisha Reporter
2,98 млн подписчиков
17 396 просмотров · 11 дней назад
ଦକ୍ଷିଣ ଭାରତର କେନ୍ଦ୍ର ଶାସିତ ଅଂଚଳ ପୁଡୁଚୋରୀ ।ସମୁଦ୍ରର ଘୁ ଘୁ ଗର୍ଜନ ଭିତରେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ସହର ଭାବେ ବେଶ ଜଣାଶୁଣା ପୁଡୁଚୋରୀ । ଫରାସିଙ୍କ ଉପନିବେଶ ଥିବା ଏହି କ୍ଷୁଦ୍ର ଅଂଚଳ ଅରବିନ୍ଦ ଓ ଶ୍ରୀମାଙ୍କୁ ନେଇ ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଆସୁଛି । ଜଣେ ସ୍ବାଧୀନତା ସଂଗ୍ରାମୀରୁ ପୂର୍ଣ୍ଣ ଯୋଗ ସାଧକ ସାଜିଥିବା ଅରବିନ୍ଦଙ୍କ ଆଶ୍ରମସ୍ଥଳୀ ଲକ୍ଷ ଲକ୍ଷ ଲୋକଙ୍କୁ ଟାଣି ଆଣୁଛି ଏହି ପବିତ୍ର ଭୂମିକୁ । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #Puducherry #Pondicherry #SouthIndia #UnionTerritory #SpiritualIndia #SriAurobindo #TheMother #AurobindoAshram #SpiritualJourney #PeacefulDestination #FrenchColony #HeritageIndia #TravelIndia #IncredibleIndia #CulturalHeritage #Meditation #YogaAndSpirituality #ExplorePuducherry #TourismIndia #DivineJourney