Перейти к содержимому

SLUG-ମୁକ୍ତାପୁର୍ ଗାଁ ରେ ନନ୍ଦ ଉତ୍ସବ ରେ ଭାବ ବିହୋଳ ପରିବେଶ

ODISHA NEWS DIGITAL CHANNEL

0:00 / 0:00

SLUG-ମୁକ୍ତାପୁର୍ ଗାଁ ରେ ନନ୍ଦ ଉତ୍ସବ ରେ ଭାବ ବିହୋଳ ପରିବେଶ

85 просмотров · 10 часов назад
ODISHA NEWS DIGITAL CHANNEL
2,56 тыс. подписчиков
85 просмотров · 10 часов назад
ABV- TANGI -ANCHOR, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମୁକ୍ତାପୁର୍ , ବନ୍ଧ ପଲା ନୂଆ ସାହି ର ଯୁବ ବନ୍ଧୁ ମାନକ ପ୍ରଚେଷ୍ଟା ରେ 24 ତମ ନନ୍ଦ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି, ଏହି କାର୍ଯ୍ୟ କ୍ରମ ରେ ଗ୍ରାମର ସମସ୍ତ ବ୍ୟକ୍ତି ମାନଙ୍କ ସହିତ ଆବାଳ ବୃଦ୍ଧ ବନିତା ଯୋଗଦେଇ , କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହିତ ସମାପନ କରି ଥିଲେ, ଏହି ଉତ୍ସବରେ କୁନି କୁନି ପିଲାଙ୍କୁ ରାଧା , କୃଷ୍ଣ,ଦେବକୀ ,ବସୁ ଦେବ ,କଂସ ,ଓ ନନ୍ଦ ମହାରାଜା ଭଳି ଅଭିନୟ ପାଇଁ ସୁସଜ୍ଜିତ ବେଶ ଭୂଷା ସହ ନଗର ପରିକ୍ରମା କରାଯାଇ ପ୍ରସାଦ ସେବନ କରିଥିଲେ, ଆଗକୁ ଏହି ସାଂସ୍କୃତିକ ଓପାରମ୍ପରିକ ଉତ୍ସବ ସୁଦୃଢ଼ ହୋଇ କୃଷ୍ଣ ଭଗବାନ ଙ୍କ ଲୀଳା ଖେଳା କୁ ପ୍ରଚାର ପ୍ରସାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଆୟୋଜକ ମାନେ