କରଞ୍ଜିଆରେ ହୋ ଭାଷା ପାଇଁ ମହାରାଲି 🏹 | Ho Language Rally | Karanjia, Mayurbhanj
Pathan Vlogger
0:00 / 0:00
କରଞ୍ଜିଆରେ ହୋ ଭାଷା ପାଇଁ ମହାରାଲି 🏹 | Ho Language Rally | Karanjia, Mayurbhanj
187 просмотров · 2 дн. назад
Pathan Vlogger
135 подписчиков
187 просмотров · 2 дн. назад
ଆମ ଭାଷା, ଆମ ସଂସ୍କୃତି, ଆମ ପରିଚୟ! ❤️✊
କରଞ୍ଜିଆରେ ହୋ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ଦାବିରେ ଆୟୋଜିତ ରାଲିର କିଛି ବିଶେଷ ମୁହୂର୍ତ୍ତ ଏହି ଭିଡିଓରେ ଦେଖନ୍ତୁ।
ଏହି ଦାବି ଏପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ। ଦାବିପତ୍ରକୁ ସବ୍କଲେକ୍ଟରଙ୍କ ମାଧ୍ୟମରେ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଯାଇଛି।
🙏 ଆମ ଭାଷାର ସମ୍ମାନ ଓ ସଂରକ୍ଷଣ ପାଇଁ ଆମେ ସମସ୍ତେ ସଚେତନ ହେବା।
❤️ ଭିଡିଓଟି ଭଲ ଲାଗିଲେ Like, Share ଓ Channel Subscribe କରନ୍ତୁ।
ଜୟ ହୋ ସମାଜ! 🏹❤️
#HoLanguage #HoSamaj #HoBhasha #Karanjia #Mayurbhanj #Adivasi #HoLanguageRally #Odisha