🔴Live | ଶାରଦୀୟ ଦୁର୍ଗାପୂଜା ଭସାଣି ଉତ୍ସବ ସିଧା ପ୍ରସାରଣ
Free To Speak
0:00 / 0:00
🔴Live | ଶାରଦୀୟ ଦୁର୍ଗାପୂଜା ଭସାଣି ଉତ୍ସବ ସିଧା ପ୍ରସାରଣ
20 799 просмотров · Трансляция закончилась 13 часов назад
Free To Speak
17,7 тыс. подписчиков
20 799 просмотров · Трансляция закончилась 13 часов назад
***
:For the latest Odisha News Follow us:
:Visit: http://free2speak.in/
:YouTube: / free2speak
:Facebook: / free2speaknews
:Twitter: / free2speaknews
:Telegram: t.me/free2speaknews
:Join us in whatsapp - https://chat.whatsapp.com/JDnnzeodyIn...
#free2speak
ରାଜ୍ୟର ପ୍ରମୁଖ ଦୈନିକ ଖବରକାଗଜ ଓ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ‘ଫ୍ରି ଟୁ ସ୍ପିକ୍’, ଗତ ୮ ବର୍ଷ ଧରି ସମାଜ ଓ ମାନବ ସ୍ୱାର୍ଥ ସହ ଜଡିତ ବିଭିନ୍ନ ପ୍ରସଙ୍ଗ ଏବଂ ଉଦ୍ଦେଶ୍ୟକୁ ନେଇ ପାଠକଙ୍କ ନିକଟରେ ପହଞ୍ଚୁଛି । ନିର୍ଭୀକ, ନିରପେକ୍ଷ ଓ ତଥ୍ୟଭିତ୍ତିକ ସାମ୍ବାଦିକତା ମାଧ୍ୟମରେ ‘ଫ୍ରି ଟୁ ସ୍ପିକ୍’ ଗଣମାଧ୍ୟମ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ସୃଷ୍ଟି କରିବା ସହ ଓଡ଼ିଆ ସାମ୍ବାଦିକତାରେ ଏକ ସ୍ୱତନ୍ତ୍ର ମାନଦଣ୍ଡ ସ୍ଥାପନ କରିଛି । ପ୍ରିଣ୍ଟ, ଡିଜିଟାଲ୍ ଓ ସୋସିଆଲ୍ ମିଡିଆ ସମେତ ସମସ୍ତ ପ୍ଲାଟଫର୍ମରେ ରାଜ୍ୟବାସୀଙ୍କୁ ନିର୍ଭରଯୋଗ୍ୟ, ସଠିକ୍ ଓ ସମୟୋପଯୋଗୀ ସୂଚନା ପ୍ରଦାନ କରିଆସୁଛି ‘ଫ୍ରି ଟୁ ସ୍ପିକ୍’।