Перейти к содержимому

Digha Beach ବୁଲିଲୁ 🌊 | ସମୁଦ୍ର କୂଳରେ ମଜା, ସିଫୁଡ୍ ଓ ଭୁଟା 🌽 | Digha Beach Vlog

Sambit Sinu

0:00 / 0:00

Digha Beach ବୁଲିଲୁ 🌊 | ସମୁଦ୍ର କୂଳରେ ମଜା, ସିଫୁଡ୍ ଓ ଭୁଟା 🌽 | Digha Beach Vlog

327 просмотров · 7 дней назад
Sambit Sinu
135 подписчиков
327 просмотров · 7 дней назад
ନମସ୍କାର 🙏 ଆଜିର ଭିଡିଓରେ ଆମେ ବୁଲିବା ଦୀଘା ବିଚ୍ 🌊🏖️। ସମୁଦ୍ରର ସୁନ୍ଦର ଦୃଶ୍ୟ, ବିଚ୍‌ର ରଙ୍ଗୀନ ପରିବେଶ, ତାଜା ସିଫୁଡ୍ 🐟🦀 ଏବଂ ଗରମ ଗରମ ଭୁଟା 🌽ର ମଜା ନେଇଛୁ। ଦୀଘାର ମଜାଦାର ଅନୁଭୂତି ଓ ସୁନ୍ଦର ବିଚ୍ ଭାଇବ୍ସ୍ ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ❤️ ଭିଡିଓଟି ଭଲ ଲାଗିଲେ Like 👍, Comment 💬 ଓ Subscribe ❤️ କରିବାକୁ ଭୁଲନ୍ତୁ ନାହିଁ। #ଦୀଘା #DighaBeach #DighaVlog #ବିଚ୍ଭ୍ରମଣ #TravelVlog #SeaFood #DighaTrip #SambitSinu