ଏତେ ଶସ୍ତା?! 🤯 ବରଗଡ଼ର ନୂଆ 'Srijan Style' ମଲ୍ ଭିତରେ କ'ଣ ଚାଲିଛି? Bargarh New shopping mall Srijan Style
Rajashree Nix Vlogs
0:00 / 0:00
ଏତେ ଶସ୍ତା?! 🤯 ବରଗଡ଼ର ନୂଆ 'Srijan Style' ମଲ୍ ଭିତରେ କ'ଣ ଚାଲିଛି? Bargarh New shopping mall Srijan Style
390 просмотров · 9 дней назад
Rajashree Nix Vlogs
27 подписчиков
390 просмотров · 9 дней назад
ବରଗଡ଼ବାସୀଙ୍କ ପ।ଇଁ ଆସିଯାଇଛି ଏକ ବଡ଼ ଖୁସିଖବର! ଆମ ସହରରେ ଖୋଲିଯାଇଛି ଏକଦମ୍ ନୂଆ ଏବଂ ଟ୍ରେଣ୍ଡି ଶପିଂ ମଲ୍— 'ଶ୍ରୀଜନ୍ ଷ୍ଟାଇଲ୍' (Srijan Style)।
ଆଜି ମୁଁ ନିଜେ ଯାଇଥିଲି ଏହି ମଲ୍ ବୁଲିବା ପାଇଁ, ଆଉ ସେଠାକିଆ ମାହୋଲ୍ ଦେଖି ମୁଁ ପ୍ରକୃତରେ ଆଶ୍ଚର୍ଯ୍ୟ! ମଲ୍ ଭିତରେ ଲୋକଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଛି, କାରଣ ଏଠି ପ୍ରିମିୟମ୍ କ୍ବାଲିଟିର ଜିନିଷ ଅତି କମ୍ ଏବଂ ପକେଟ୍-ଫ୍ରେଣ୍ଡଲି ରେଟ୍ରେ ମିଳୁଛି।
ଛୋଟରୁ ବଡ଼, ସମସ୍ତଙ୍କ ପାଇଁ ଡ୍ରେସସ୍, ଫୁଟୱେର୍ ଏବଂ ଆସେସୋ ରିଜ୍ର ବିଶାଳ କଲେକ୍ସନ୍ ଏଠାରେ ଉପଲବ୍ଧ ଅଛି। ଆପଣମାନେ କେବେ ଯାଉଛନ୍ତି ଏହି ନୂଆ ମଲ୍କୁ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ!
ଆଜିର ଭିଡିଓଟି କେମିତି ଲାଗିଲା, କମେଣ୍ଟ କରି ଜଣାଇବା ସହିତ ଭିଡିଓଟିକୁ ଲାଇକ୍ ଏବଂ ସେୟାର୍ କରିବାକୁ ଭୁଲିବେନି। ଏମିତି ଆହୁରି ମଜାଦାର୍ ଭିଡିଓ ପାଇଁ ଚ୍ୟାନେଲ୍କୁ Subscribe କରନ୍ତୁ!
Thank you for watching 🙏❤️
#Bargarh #SrijanStyleBargarh #ShoppingMall #BargarhVlog #OdiaVlog #NewShoppingMall #ShoppingVlogOdia #srijanstyle #newmall