🔱 କୋରାପୁଟ ଗୁପ୍ତେଶ୍ୱର ଦର୍ଶନ | ସ୍ୱର୍ଗ ଦ୍ୱାର ଗୁମ୍ଫା, ଝରଣା ଓ ପାତାଳ ଗଙ୍ଗା | ଅଦ୍ଭୁତ ପ୍ରକୃତି 🌿🙏
PP PRADHAN LIFE STYLE
0:00 / 0:00
🔱 କୋରାପୁଟ ଗୁପ୍ତେଶ୍ୱର ଦର୍ଶନ | ସ୍ୱର୍ଗ ଦ୍ୱାର ଗୁମ୍ଫା, ଝରଣା ଓ ପାତାଳ ଗଙ୍ଗା | ଅଦ୍ଭୁତ ପ୍ରକୃତି 🌿🙏
1 142 просмотра · 1 месяц назад
PP PRADHAN LIFE STYLE
1,6 тыс. подписчиков
1 142 просмотра · 1 месяц назад
କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ମହାଦେବଙ୍କ ଦର୍ଶନ 🙏🔱 ସହିତ ଏହି ଭିଡିଓରେ ଆମେ ଦେଖିବା ସ୍ୱର୍ଗ ଦ୍ୱାର ଗୁମ୍ଫା, ପାତାଳ ଗଙ୍ଗା, ଲକ୍ଷ୍ମଣଙ୍କ ପାଦଚିହ୍ନ, ଝରଣା, ନଦୀ ଏବଂ ଚାରିପାଖର ସୁନ୍ଦର ପ୍ରାକୃତିକ ଦୃଶ୍ୟ। 🌿💦
ଗୁମ୍ଫା ଭିତରର ଅଦ୍ଭୁତ ପରିବେଶ ଠାରୁ ଆରମ୍ଭ କରି ପାହାଡ଼, ନଦୀ ଓ ଝରଣାର ସୁନ୍ଦର ଦୃଶ୍ୟ—ଏହି ଯାତ୍ରାରେ ଆମ ସହିତ ରୁହନ୍ତୁ। ❤️
ଭିଡିଓଟି ଭଲ ଲାଗିଲେ Like 👍 | Comment 💬 | Share ↗️ | Subscribe ❤️ କରିବାକୁ ଭୁଲନ୍ତୁ ନାହିଁ।
ହର ହର ମହାଦେବ 🔱🙏
ଜୟ ଜଗନ୍ନାଥ ❤️
#Gupteswar #Koraput #GupteswarMahadev #Swargadwar #PatalGanga #OdishaTourism #KoraputTour #OdishaTravel #OdiaVlog #NatureVlog#pp pradhan life style