Перейти к содержимому

ତାଳବଣକୁ ଶ୍ରୀକୃଷ୍ଣଙ୍କ ପ୍ରବେଶ | Bhagabata Tungi Ep 1259 | Satyananda Das | Sidharth Utsav

Sidharth Utsav

0:00 / 0:00

ତାଳବଣକୁ ଶ୍ରୀକୃଷ୍ଣଙ୍କ ପ୍ରବେଶ | Bhagabata Tungi Ep 1259 | Satyananda Das | Sidharth Utsav

2 768 просмотров · 20 часов назад
Sidharth Utsav
1,15 млн подписчиков
2 768 просмотров · 20 часов назад
ଶ୍ରୀମଦ୍ ଭାଗବତର ଏହି ଅଧ୍ୟାୟରେ ଶୁଣନ୍ତୁ ବୃନ୍ଦାବନରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଅପୂର୍ବ ଭ୍ରାତୃ ପ୍ରେମ, ଗୋପସଖାମାନଙ୍କ ସହ ତାଳବଣର ପ୍ରସଙ୍ଗ ଏବଂ ଗଧରୂପୀ ରାକ୍ଷସ ଧେନୁକାସୁର ଭୟରେ କେହି ନ ଯାଉଥିବା ତାଳବଣକୁ ପ୍ରଭୁଙ୍କ ପ୍ରବେଶର ଦିବ୍ୟ ଲୀଳା। ପୂଜ୍ୟପାଦ ଶ୍ରୀ ସତ୍ୟାନନ୍ଦ ଦାସଙ୍କ ସୁମଧୁର କଣ୍ଠରେ ଶ୍ରବଣ କରି ଆଧ୍ୟାତ୍ମିକ ଆନନ୍ଦ ଲାଭ କରନ୍ତୁ। Video Chapters: 00:00 - ଶ୍ରୀ ବୃନ୍ଦାବନ ଧାମ ଓ ଶ୍ରୀକୃଷ୍ଣଙ୍କ ବଂଶୀ ନାଦରେ ନୃତ୍ୟଲୀଳା 01:35 - ଭାଗବତ ବର୍ଣ୍ଣନା: ଶ୍ରମ କ୍ଳାନ୍ତ ବଳରାମ ଓ ଶ୍ରୀକୃଷ୍ଣଙ୍କ ସେବା 02:56 - ଶ୍ରୀକୃଷ୍ଣଙ୍କ ଦ୍ୱାରା ବଳରାମଙ୍କ ପାଦ ସେବା ଓ ବିଶ୍ରାମ ବ୍ୟବସ୍ଥା 04:00 - ଗୋପବାଳକମାନଙ୍କ ନୃତ୍ୟଗୀତ ଓ ଭ୍ରାତୃ ପ୍ରେମ 05:32 - ଶ୍ରୀକୃଷ୍ଣଙ୍କ କ୍ଳାନ୍ତି ଓ ଗୋପସଖାମାନଙ୍କ ଦ୍ୱାରା ପ୍ରଭୁଙ୍କ ସେବା 07:33 - ଶ୍ରୀକୃଷ୍ଣଙ୍କ ପାଇଁ ଶୀତଳ ଜଳ, ପତ୍ର ଶଯ୍ୟା ଓ ସୁମଧୁର ସଂଗୀତ 08:42 - ସୁଦାମା ଓ ସଖାମାନଙ୍କ ଦ୍ୱାରା ତାଳବଣ ପ୍ରସଙ୍ଗ ଉତ୍ଥାପନ 11:50 - ତାଳବଣର ସୁସ୍ୱାଦୁ ପକ୍ୱ ତାଳ ଓ ତା'ର ଅପୂର୍ବ ସୁଗନ୍ଧ 13:40 - ଗଧରୂପୀ ରାକ୍ଷସ ଧେନୁକାସୁରର ଭୟ ଓ ଉତ୍ପାତ 15:35 - ସଖାମାନଙ୍କ ଅନୁରୋଧ: ତାଳ ଖାଇବା ଓ ଗୋପପୁର ନେବା ପାଇଁ ପ୍ରାର୍ଥନା 18:05 - ଭାଇ ବଳରାମ ଓ ଶ୍ରୀକୃଷ୍ଣଙ୍କର ନିର୍ଭୟରେ ତାଳବଣ ପ୍ରବେଶ 20:45 - ବଳରାମଙ୍କ ଦ୍ୱାରା ତାଳଗଛ ହଲାଇବା ଓ ମେଘନାଦ ଭଳି ଫଳ ପଡ଼ିବାର ଶବ୍ଦ 21:50 - ଧେନୁକାସୁରର ଆଗମନ ଓ ହରିନାମ ସଂକୀର୍ତ୍ତନ ========================== To subscribe Sidharth Utsav's channel, click here 👇    / @sidharthutsavofficial   ========================== 🌐 Follow Us on Social Media: 📘 Facebook:   / sidharthutsavofficial   📸 Instagram:   / sidharthutsav   🐦 Twitter (X): https://x.com/sidharthutsav ========================== 📡 "Sidharth Utsav" DTH Details : Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796 =========================== Subscribe our other Television Channels : Sidharth TV :    / sidharthtv   Sidharth Gold :    / @sidharthgold   Jay Jagannath TV :    / @jayjagannathtvofficial   #OdiaBhagabata #BhagabataTungi #SidharthUtsav #SatyanandaDas #KrishnaLeela #TalabanaPrabesha