Перейти к содержимому

🌸 ବାଲ ଗୋପାଳଙ୍କ ପ୍ରିୟ ଭୋଗ | ନଡ଼ିଆ ବାଦାମ ଲଡ଼ୁ | Janmashtami Special#ଜନ୍ମାଷ୍ଟମୀ#ବାଲଗୋପାଳ #ନଡ଼ିଆଲଡ଼ୁ#

Adya Cooking Diary🍲

0:00 / 0:00

🌸 ବାଲ ଗୋପାଳଙ୍କ ପ୍ରିୟ ଭୋଗ | ନଡ଼ିଆ ବାଦାମ ଲଡ଼ୁ | Janmashtami Special#ଜନ୍ମାଷ୍ଟମୀ#ବାଲଗୋପାଳ #ନଡ଼ିଆଲଡ଼ୁ#

127 просмотров · 11 дней назад
Adya Cooking Diary🍲
124 подписчика
127 просмотров · 11 дней назад
🙏 ଜୟ ଶ୍ରୀକୃଷ୍ଣ 🙏💙 🌸 ପବିତ୍ର ଜନ୍ମାଷ୍ଟମୀର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 🌸 ଶ୍ରୀକୃଷ୍ଣଙ୍କ କୃପାରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଖୁସିରେ ଭରିଯାଉ। 🦚🙏 ଆଜିର ଏହି ପବିତ୍ର ଅବସରରେ ଲଡ଼ୁ ଗୋପାଳଙ୍କ ପାଇଁ ନଡ଼ିଆ ବାଦାମ ଲଡ଼ୁ ତିଆରି କରିଛି। ❤️ ସହଜ ଉପାୟରେ ଘରେ ତିଆରି କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାନ୍ତୁ। 🙏💙 ଭିଡିଓଟି ଭଲ ଲାଗିଲେ Like 👍, Comment 💬 ଓ Share କରନ୍ତୁ ଏବଂ Adya Channel କୁ Subscribe 🔔 କରନ୍ତୁ। ✨ ହରେ କୃଷ୍ଣ 🙏 ରାଧେ ରାଧେ 💙 ✨ #ଜନ୍ମାଷ୍ଟମୀ #ଜନ୍ମାଷ୍ଟମୀଶୁଭେଚ୍ଛା #ଲଡ଼ୁଗୋପାଳ #ଶ୍ରୀକୃଷ୍ଣ #ନଡ଼ିଆଲଡ଼ୁ #ବାଦାମଲଡ଼ୁ #Janmashtami #JanmashtamiSpecial #LadduGopal #OdiaRecipe #OdiaCooking