Перейти к содержимому

ଆପଦୁଦ୍ଧାର ସ୍ତୋତ୍ର || APADUDHHARA STOTRA ||MAHA SIVA RATRI || JAGARA RATRI || #mahadev #mahashivratri

Purana Patha by soumya

0:00 / 0:00

ଆପଦୁଦ୍ଧାର ସ୍ତୋତ୍ର || APADUDHHARA STOTRA ||MAHA SIVA RATRI || JAGARA RATRI || #mahadev #mahashivratri

71 659 просмотров · 2 г. назад
Purana Patha by soumya
714 подписчиков
71 659 просмотров · 2 г. назад
ନମସ୍କାର ଦର୍ଶକ ବନ୍ଧୁ, ଆମର ଏହି ଓଡ଼ିଆ ପୁରାଣ ଶାସ୍ତ୍ର channel କୁ ଆପଣ ସମସ୍ତଙ୍କୁ ସାଦର ସ୍ବାଗତ। ସମସ୍ତ ଜନ୍ମ ମଧ୍ୟରେ ମନୁଷ୍ୟ ଜନ୍ମ ଶ୍ରେଷ୍ଠ ଅଟେ ଏହା ଆମେ ସମସ୍ତେ ଜାଣିଛନ୍ତି ଆମେ ମାନେ ମନୁଷ୍ୟ ରୂପରେ ଜନ୍ମ ନେଇଛନ୍ତି ତେଣୁ ଭଗବତ ପ୍ରାପ୍ତି ଆମର ପ୍ରଥମ ଲକ୍ଷ୍ୟ ରହିବା ଦରକାର ।ଭଗବତ ପ୍ରାପ୍ତି ନିମନ୍ତେ ପୁରାଣ ଶାସ୍ତ୍ର ପଠନ ର ବହୁତ୍ ବଡ଼ ଭୂମିକା ରହିଛି। ଆଜିର ବ୍ୟସ୍ତ ବହୁଳ ଜୀବନ ଭିତରେ ସମୟ ବାହାର କରି ପୁରାଣ ପାଠ କରିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ପାରୁନାହିଁ।ତେଣୁ ସରଳ ଏବଂ ସାବଲୀଳ ଭାବରେ ପୂର୍ବରୁ ଗାଆଁ ମାନଙ୍କରେ ଥିବା ଭଗବତ ଟୁଙ୍ଗି ଶୈଳୀ ରେ ଭଗବତ ଏବଂ ଅନ୍ୟ ସମସ୍ତ ଓଡ଼ିଆ ପୁରାଣ ପଠନ କରି ଶୁଣେଇବା ର ପ୍ରୟାସ କରୁଛୁ। ଆମର ଏହି ପ୍ରୟାସ ରେ ସହଯୋଗ କରିବା ପାଇଁ channel କୁ subscribe କରି ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ। ଧନ୍ୟବାଦ୍,