Перейти к содержимому

ଗର୍ଭଧାରଣର ସଠିକ୍‌ ସମୟ କ’ଣ? | Right Time to Get Pregnant in Odia | Dr Priyadarshini Tripathy

Swasthya Plus Odia

0:00 / 0:00

ଗର୍ଭଧାରଣର ସଠିକ୍‌ ସମୟ କ’ଣ? | Right Time to Get Pregnant in Odia | Dr Priyadarshini Tripathy

1 723 717 просмотров · 4 года назад
Swasthya Plus Odia
804 тыс. подписчиков
1 723 717 просмотров · 4 года назад
#OdiaHealthTips #PregnancyCare 👩🏻‍⚕️🏥 ସ୍ଵାସ୍ଥ୍ୟ ସମସ୍ୟାକୁ ଯଥାଶୀଘ୍ର ଚିହ୍ନଟ କରିବା, ତାକୁ ରୋକିବା ଏବଂ ତା’ର ଚିକିତ୍ସା କରିବାକୁ ହେଲେ ଆପଣ ଏବଂ ଆପଣଙ୍କ ପରିବାର ପାଇଁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଜରୁରୀ। ସୁଲଭ ଦରରେ ଏବେ ହିଁ ସ୍ୱାସ୍ଥ୍ୟ ଯାଞ୍ଚ ବୁକ୍ କରନ୍ତୁ: https://bit.ly/3H9tSUY ଏକ ସୁସ୍ଥ ଶିଶୁ ପାଇଁ ସଠିକ୍‌ ସମୟରେ ଗର୍ଭଧାରଣ କରିବା ନିହାତି ଜରୁରୀ। ସେଥିପାଇଁ ବୟସ ଓ ସମୟ ବହୁତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟଦର୍ଶିନୀ ତ୍ରିପାଠୀଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା। It is important for a healthy baby to get pregnant at the right time. When's the best time to get pregnant? Let’s hear more from Dr Priyadarshini Tripathy, an Obstetrician & Gynaecologist. Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!