ଅତୀତର କାହାଣୀ ଜାଣିବାକୁ ଯାଇଥିଲୁ, ଆଉ ଫେରିଲୁ ନିଜର କିଛି ସୁନ୍ଦର ସ୍ମୃତି ନେଇ! 🏛️❤️✨
Blushbylisha
0:00 / 0:00
ଅତୀତର କାହାଣୀ ଜାଣିବାକୁ ଯାଇଥିଲୁ, ଆଉ ଫେରିଲୁ ନିଜର କିଛି ସୁନ୍ଦର ସ୍ମୃତି ନେଇ! 🏛️❤️✨
905 просмотров · 1 дн. назад
Blushbylisha
526 подписчиков
905 просмотров · 1 дн. назад
ଆଜି ସାଙ୍ଗମାନଙ୍କ ସହ ବୁଲିବାକୁ ଗଲୁ, ବହୁତ ମଜା ମସ୍ତି କଲୁ, ହସିଲୁ ଆଉ ଅନେକ ସୁନ୍ଦର ସ୍ମୃତି ସାଉଁଟିଲୁ! ❤️✨
Odisha State Museum ବୁଲିବା ସହ ସାଙ୍ଗମାନଙ୍କ ସହ ବିତାଇଥିବା ଏହି ଦିନଟି ମୋ ପାଇଁ ବହୁତ ସ୍ପେଶାଲ୍ ଥିଲା। ଶେଷରେ ମନଭରି ମଜା କରି ଘରକୁ ଫେରିଲୁ। 🥹💗
ଆମର ଏହି ଛୋଟିଆ vlog ଟି ଦେଖନ୍ତୁ ଆଉ ଭଲ ଲାଗିଲେ Like, Comment ଓ Subscribe କରିବାକୁ ଭୁଲିବେନି! 🫶
#OdiaVlog #OdiaYouTuber #FriendsVlog #OdishaStateMuseum #blushbylisha