Перейти к содержимому

ଅଣୁଜୀବ ଜଗତ | Class 8 Science Chapter 2 | Odia Medium | full explanation. ‪@odisha_tutor‬

odisha_tutor

0:00 / 0:00

ଅଣୁଜୀବ ଜଗତ | Class 8 Science Chapter 2 | Odia Medium | full explanation. ‪@odisha_tutor‬

1 135 просмотров · 1 месяц назад
odisha_tutor
36 подписчиков
1 135 просмотров · 1 месяц назад
ଡିଜିଟାଲ ପାଠଦାନକୁ ସ୍ୱାଗତ! ଏହି ଭିଡିଓରେ ଆମେ ଅଷ୍ଟମ ଶ୍ରେଣୀ ବିଜ୍ଞାନ ପୁସ୍ତକର ଦ୍ୱିତୀୟ ଅଧ୍ୟାୟ "ଅଣୁଜୀବ ଜଗତ" ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛୁ। ଏହି ଅଧ୍ୟାୟରେ ଆମେ କ’ଣ ଶିଖିବା: 1. ଅଣୁଜୀବ କ'ଣ ଏବଂ ସେଗୁଡ଼ିକ କେଉଁଠାରେ ମିଳିଥାନ୍ତି? 2. କୋଷ (Cell) କ'ଣ? ଉଭିଦ କୋଷ ଓ ପ୍ରାଣୀ କୋଷର ଗଠନ 3. ରବର୍ଟ ହୁକ୍ ଏବଂ ଆଣ୍ଟୋନି ଭାନ୍ ଲିଉୱିନହକ୍‌ଙ୍କ ଅବଦାନ 4. ଅଣୁଜୀବମାନଙ୍କର ଉପକାରିତା ଏବଂ ପରିବେଶ ସ୍ୱଚ୍ଛ ରଖିବାରେ ସେମାନଙ୍କ ଭୂମିକା 5. କିଣ୍ବନ (Fermentation) ପ୍ରକ୍ରିୟା ଏବଂ ଦହି, ରୁଟି ତିଆରିରେ ଅଣୁଜୀବଙ୍କ ଭୂମିକା #Class8Science #OdiaMedium #AnujibaJagat #Microorganisms #ScienceOdia #BSEOdisha #CellStructure