ବିଧାୟକ ଯାତ୍ରା ଦେଖୁଥିଲେ.. ପଛରୁ ହେଲା ଚେୟାର ମାଡ || Bhubaneswar Salia Sahi Opera || Love Jihad Drama
Odisha Reporter
0:00 / 0:00
ବିଧାୟକ ଯାତ୍ରା ଦେଖୁଥିଲେ.. ପଛରୁ ହେଲା ଚେୟାର ମାଡ || Bhubaneswar Salia Sahi Opera || Love Jihad Drama
14 269 просмотров · 6 часов назад
Odisha Reporter
2,98 млн подписчиков
14 269 просмотров · 6 часов назад
ଭୁବନେଶ୍ୱରର ସାଲିଆସାହି ଅଞ୍ଚଳରେ... ନାଟକ ପରିବେଷଣ କରୁଥିଲା ଅପେରା ଧଉଳି ଗଣନାନ୍ୟ । ସାମ୍ନାରେ ବସି ନାଟକ ଦେଖୁଥିଲେ... ଭଟଲିର ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଅପେରା ଧଉଳିର ପ୍ରଯୋଜକ ତଥା ଯାଜପୁର ଜିଲ୍ଲା ଯୁବ ବିଜେପି ନେତା ବାବୁନି ଔରଫ ବିଶ୍ୱଜିତ ରାଜ । ଚାଲିଥିଲା ନାଟକ ଲଭ-ଜିହାଦ । ହେଲେ ହଠାତ୍ ମଞ୍ଚ ଉପରକୁ ହୋଇଥିଲା ଚେୟାର ମାଡ । ମଞ୍ଚ ଉପରେ ଥିବା କଳାକାରଙ୍କ ଉପରେ ବର୍ଷିଲା, ଚେୟାର-ବୋତଲର ବର୍ଷା ।
#odishareporter #specialstory #jolluwoodnights #jolluwood_controversy
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter