Перейти к содержимому

ମାଛ ମାଂସକୁ ଟକ୍କର ଦେବ ଏମିତି ସୋୟାବିନ୍ ମସୁରୀ ଡାଲିର ତରକାରୀ 😋 | High Protein Recipe

Kanika’s Food and creativity

0:00 / 0:00

ମାଛ ମାଂସକୁ ଟକ୍କର ଦେବ ଏମିତି ସୋୟାବିନ୍ ମସୁରୀ ଡାଲିର ତରକାରୀ 😋 | High Protein Recipe

263 просмотра · 2 недели назад
Kanika’s Food and creativity
267 подписчиков
263 просмотра · 2 недели назад
ସ୍ୱାଦରେ ମାଛ ମାଂସକୁ ଟକ୍କର ଦେବ ଭଳି ତିଆରି କରନ୍ତୁ ସୋୟାବିନ୍ ମସୁରୀ ଡାଲିର ମଜାଦାର କରି। 😋 ସୋୟାବିନ୍ ଓ ମସୁରୀ ଡାଲିର ଏହି ରେସିପିଟି ସ୍ୱାଦିଷ୍ଟ ସହିତ ପ୍ରୋଟିନ୍‌ରେ ମଧ୍ୟ ଭରପୂର। ଭାତ, ରୁଟି କିମ୍ବା ପରଟା ସହିତ ଖାଇଲେ ଖୁବ୍ ସୁଆଦିଆ ଲାଗିବ। ଘରେ ଥିବା ସାଧାରଣ ସାମଗ୍ରୀରେ ଏହି ଟେଷ୍ଟି ଓ ହେଲ୍ଥି କରି ନିଶ୍ଚୟ ଥରେ ବନାଇ ଦେଖନ୍ତୁ। ❤️ ଭିଡିଓଟି ଭଲ ଲାଗିଲେ Like 👍 | Share ❤️ | Subscribe 🔔 କରିବାକୁ ଭୁଲିବେ ନାହିଁ। soyabean musuri dali curry, soyabean curry odia, musuri dali recipe, soyabean recipe odia, soyabean masoor dal curry, high protein recipe odia, protein rich recipe, healthy curry recipe, odia recipe, odia food, odia cooking, veg curry recipe, soybean masoor dal, soyabean dal recipe, healthy food recipe, easy curry recipe, gharara recipe, tasty veg recipe, protein rich curry,