ସିଲ୍ ହେଲା କ୍ବାଟର୍ | Minister Representative’s Quarter Sealed in Rourkela | Prakash Paswan News
News18 Odia
0:00 / 0:00
ସିଲ୍ ହେଲା କ୍ବାଟର୍ | Minister Representative’s Quarter Sealed in Rourkela | Prakash Paswan News
45 200 просмотров · 3 нед. назад
News18 Odia
6,19 млн подписчиков
45 200 просмотров · 3 нед. назад
Jual Oram Representative’s Quarter Sealed in Rourkela | Prakash Paswan Still Absconding
The quarter of Union Minister Jual Oram’s representative Prakash Paswan has been sealed by Rourkela Steel Plant (RSP) authorities. The B/1 quarter in Sector-21 was sealed after RSP reportedly issued a notice citing alleged unauthorized construction. The development comes after a firearm was reportedly seized at the Circuit House, while Prakash Paswan is said to be absconding. Police are continuing their efforts to trace and arrest him. The sealing of the quarter has added another development to the ongoing case in Rourkela.
ସିଲ ହେଲା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରତିନିଧିଙ୍କ କ୍ୱାଟର। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ହେଲା ସେକ୍ଟର 21ରେ ଥିବା କ୍ୱାଟର। ବଢ଼ିଲା ଫେରାର ଥିବା ଯୁବ ନେତାଙ୍କ ଅଡ଼ୁଆ। ବର୍ତ୍ତମାନ ସର୍କିଟ ହାଉସରେ ବନ୍ଧୁକ ଜବତ ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ପ୍ରକାଶ ପାଶୱାନ ଫେରାର ଥିବା ବେଳେ ବର୍ତ୍ତମାନ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଜାଲ ବିଛାଇଥିବା ବେଳେ ବର୍ତ୍ତମାନ ଘରକୁ ସିଲ କରିଛି ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ । ଅବୈଧ ନିର୍ମାଣ ହୋଇଥିବା କହି ନୋଟିସ ଜାରି କରି ସିଲ କରିଛି RSP। ସେକ୍ଟର 21ରେ ଥିବା B/1 କ୍ୱାଟରକୁ ଆଜି ସିଲ କଲା RSP ।
#JualOram #PrakashPaswan #Rourkela #RSP #RourkelaSteelPlant #Sector21 #GunSeizure #PoliceInvestigation #RourkelaNews #OdishaNews #OdishaPolitics #OdiaNews #BreakingNews #News18Odia
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_KU