Перейти к содержимому

ଆଶ୍ୱିନରେ ପିତୃ ଶ୍ରାଦ୍ଧ 🙏ମାମୁଁ ଘରେ ଆଉ ଆମ ଘରେ ❤️ବାବୁଙ୍କ ପାଇଁ ଆଜି କଣ ରୋଷେଇ? 😋 odia family vlog

Manoj aparajita vlogs

0:00 / 0:00

ଆଶ୍ୱିନରେ ପିତୃ ଶ୍ରାଦ୍ଧ 🙏ମାମୁଁ ଘରେ ଆଉ ଆମ ଘରେ ❤️ବାବୁଙ୍କ ପାଇଁ ଆଜି କଣ ରୋଷେଇ? 😋 odia family vlog

600 просмотров · 2 недели назад
Manoj aparajita vlogs
562 подписчика
600 просмотров · 2 недели назад
ଆଜିର ଭିଡିଓରେ ଆଶ୍ୱିନ ମାସର ପିତୃ ଶ୍ରାଦ୍ଧ ଅବସରରେ ଆମ ଘରେ ଆଉ ମାମୁଁ ଘରେ କେମିତି ଶ୍ରାଦ୍ଧ ହେଲା, ସେହି ସବୁ ମୁହୂର୍ତ୍ତ ଆପଣମାନଙ୍କ ସହିତ share କରିଛି ❤️🙏 ସେଥିସହ ବାବୁଙ୍କ ପାଇଁ ଆଜି ସକାଳୁ ମୁଁ କଣ ସବୁ ରୋଷେଇ କଲି, ଘରର ଛୋଟ ଛୋଟ ମୁହୂର୍ତ୍ତ ଓ ପରିବାର ସହିତ କିଛି ସୁନ୍ଦର ସମୟ ଏହି vlog ରେ ଦେଖିପାରିବେ। 🥰 ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Comment କରି ଆପଣଙ୍କ ମତାମତ ଜଣାନ୍ତୁ ଏବଂ ଆମ Family Vlog ପାଇଁ Channel କୁ Subscribe କରନ୍ତୁ ❤️ ଧନ୍ୟବାଦ 🙏❤️ #OdiaVlog #OdiaFamilyVlog #PitruShraddha #AshwinaMasa #OdiaCooking #FamilyVlog #OdiaVlogger #OdishaVlog #OdiaYouTuber #OdiaLifestyle