ମହିଳାଙ୍କୁ କାର ରୁ ଘୋଷାଡ଼ି, ବାଡେଇବାକୁ ବସିଥିଲା ସେ ମଦୁଆ ! Drunk biker high drama near BSNL office, bbsr
Pratidin TV
0:00 / 0:00
ମହିଳାଙ୍କୁ କାର ରୁ ଘୋଷାଡ଼ି, ବାଡେଇବାକୁ ବସିଥିଲା ସେ ମଦୁଆ ! Drunk biker high drama near BSNL office, bbsr
7 043 просмотра · 8 часов назад
Pratidin TV
1,76 млн подписчиков
7 043 просмотра · 8 часов назад
ମହିଳାଙ୍କୁ କାର ରୁ ଘୋଷାଡ଼ି, ବାଡେଇବାକୁ ବସିଥିଲା ସେ ମଦୁଆ ! ମୁଁ ମାଲ୍ ପିଇଛି, ମନା କରୁନି ମତେ ପୋଲିସ ରେ ଦେଇଦିଅ ! ନିଶାସକ୍ତ ସ୍କୁଟି ଚାଳକଙ୍କ ଉନ୍ମକ୍ତ କାଣ୍ଡ। ପ୍ରଥମେ ସରକାରୀ ଗାଡ଼ିକୁ ଧକ୍କା ଦେଲେ ,ପରେ ଗାଡ଼ିରେ ଥିବା ମହିଳାଙ୍କୁ ଦୁର୍ବ୍ୟବହାର ସହ ଗାଡ଼ି ଚାଳକଙ୍କୁ ମାଡ ମାରିଲେ। ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଉଦ୍ଧାର କରିବା ସହ , ନିଶାସକ୍ତ ଯୁବକଙ୍କୁ ନିର୍ଦ୍ଧୁମ ପିଟିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଦୂର୍ଭୁକ୍ତ କୁ କ୍ୟାପିଟାଲ ଥାନାକୁ ନେଇଛି । ଘଟଣାଟି BSNL ଅଫିସ ସମ୍ମୁଖରେ ପ୍ରାୟ ୫.୩୦ ସମୟରେ ଘଟିଥିଲା। Drunk biker high drama near BSNL office, bbsr
#bhubaneswarnews #accident #drunkdriver #odishapolice
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha