Перейти к содержимому

ବଳୀକୃତ | BALIKRUTA | BALIA LIMA| PRASAD LIMA| NEW ODIA CHRISTIAN DEVOTIONAL SONG| PRASAD LIMA MUSIC

PRASAD LIMA MUSIC

0:00 / 0:00

ବଳୀକୃତ | BALIKRUTA | BALIA LIMA| PRASAD LIMA| NEW ODIA CHRISTIAN DEVOTIONAL SONG| PRASAD LIMA MUSIC

10 051 просмотр · 1 месяц назад
PRASAD LIMA MUSIC
63,2 тыс. подписчиков
10 051 просмотр · 1 месяц назад
FOR BETTER SOUND CLARITY " USE HEADPHONES " FULL VIDEO SONG ....... ବଳୀକୃତ .... BALUKRUTA …. ଗୀତର ସମ୍ପୂର୍ଣ ଲେଖା :- ଆ. . . . . . . ଆ . . . . . . ଆ . . କୃଷିୟ ଯାତନା ଅଙ୍ଗେ ବରି ନେଲ ପ୍ରାଯଶ୍ଚିତ କରି ବଳୀକୃତ ହେଲ (2) କିରୂପ ଏ ମହା ପ୍ରେମ ତ୍ୟାଗୀଦେଲ ନିଜ ପ୍ରାଣ ମୋପାପ ଦଣ୍ଡର କାରଣ 1 ନିର୍ଦୋଷି ନିଷ୍ପପୀ ହୋଇ ଦୋଷୀ ପ୍ରାୟ ଦଣ୍ଡ ସହି ବଧ ଯୋଗ୍ୟ ମେଷ ହୋଇ ମୁଖ ନ ଫିଟାଇ (2) ପ୍ରକାଶି ଅସୀମ ପ୍ରେମ ଜଗତକୁ ଦେଇ ତ୍ରାଣ (ବଞ୍ଚାଇଲ ମାନବ ଜୀବନ - 2 ) କୃଷିୟ ଯାତନା . . . . . 1 ଧର୍ମଦ୍ରୋହୀ ମୁଁ ସାଜିଲି ପାପ ରଙ୍ଗେ ମୁଁ ମଜିଲି କାୟମନ ବାକ୍ୟରେ ମୁଁ ପାଷାଣ୍ଡ ହେଲି (2) ହେ ମୋ ଯୀଶୁ ଦୟାଵାନ ତୁମେ ତ ପତିତ ପାବନ (ଶ୍ରୀଚରଣେ ଶରଣ ନେଲି 2) -2 AUDIO CREDITS :- 🇧🇩Music Banner : PRASAD LIMA MUSIC 🎤 Singer : BALIA LIMA ✍ Lyrics : PRASAD LIMA 🎵Music : PRASAD LIMA 🎹 Music Arrangement : SMILE PANI 🎬 Record & Mix : PRATIBHA Studio, CTC 🪗 Mastering By : SUNDARAM VIDEO CREDITS :- 🖼️ Inframe : BALIA LIMA 🎥 D.O.P / Camera : : RAHUL RAUT 📝 Edit & Publicity design : EDIT HUB 🧑‍💼Project manager - Sisir Lima 🙏 Special Thanks : Amit Pani (Gospel Singer) ☦️☦️ ☦️☦️ ☦️☦️ ☦️☦️ ☦️☦️ ☦️☦️ "ଯୀଶୁଙ୍କ ମୃତ୍ୟୁଭୋଗ ଆମ୍ଭମାନଙ୍କ ଶରୀରରେ ଵା ଜୀବନରେ ଅନୁଭବ କରୁ କି .......????? ☦️☦️ ☦️☦️ ☦️☦️ ☦️☦️ ☦️☦️ ☦️☦️ ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଙ୍କ ମଧୁମୟ ନାମନେଇ ନମସ୍କାର .........🙏 ଆମ୍ଭମାନଙ୍କ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମ୍ପୂର୍ଣ ରୂପେ ଈଶ୍ୱର ହେଲେ ହେଁ ମାନବ ଜୀବନର ପରିତ୍ରାଣ ନିମନ୍ତେ ମଣିଷ ରୂପରେ ଜଗତକୁ ଆସି ଆମ୍ଭ ମାନଙ୍କ ଶାସ୍ତି ର ଅନେକ ଦୁଃଖ ଯନ୍ତ୍ରଣା ସହି ପ୍ରାଣ ତ୍ୟାଗ କଲେ ଏବଂ ସ୍ବଗାରୋହଣ କରି ପିତା ପରମେଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଉପବେଷନ କରନ୍ତି ..... ମୃତ୍ୟୁ ତ ସମସ୍ତ ମନୁଷ୍ୟ ଜୀବନ ପାଇଁ ସୁନିଶ୍ଚିତ ଅଟେ and we Foolish HUMAN always think DEATH HAPPENS to OTHERS only......... Not ME……😁 ପବିତ୍ର ଧର୍ମଶାସ୍ତ୍ର ବାଇବଲ ଆମ୍ଭ ମାନଙ୍କୁ ଚେତନା ପ୍ରେରଣା ଦିଏ ଯେ ଜନ୍ମ କେବଳ ଥରୁଟିଏ ଆଉ ମୃତ୍ୟୁ ମଧ୍ୟ କେବଳ ଥରୁଟିଏ. ....... ତାପରେ ଅନନ୍ତ ଜୀବନର ଆନନ୍ଦ କରିବା ସ୍ଥାନ “ସ୍ୱର୍ଗ ” ଵା ଅନନ୍ତ ଜୀବନ ଅସହ୍ୟ ଦୁଃଖ ଯନ୍ତ୍ରଣା ଭୋଗ କରିବାର ସ୍ଥାନ “ନର୍କ ” ତେବେ ଏହା ଆମ୍ଭ ମାନଙ୍କ ଜୀବନ ପାଇଁ ପ୍ରଶ୍ନ ହେଉ ଯେ. ......ମୁଁ କଣ ମୋ ପ୍ରଭୁ ଯୀଶୁଙ୍କ ମୃତ୍ୟୁଭୋଗ କୁ ମୋ ଶରୀରରେ ଵା ମୋ ଜୀବନରେ ଅନୁଭବ କରିଛି କି .......????? "ଏଇ ମୃତ୍ୟୁ ଆମ୍ଭମାନଙ୍କ ଜୀବନରେ ସୁନିଶ୍ଚିତ ଆସୁ , ବରଂ ପ୍ରଭୁ ଯୀଶୁଙ୍କ ଠାରେ ଆମ୍ଭେମାନେ ଜୀବନ ପ୍ରାପ୍ତି ହେଉ ..." (ଆମେନ) ପ୍ରଭୁଙ୍କ ସେବାରେ ପ୍ରଭୁଙ୍କର ଅତି ଛୋଟ ଦାସ ପ୍ରସାଦ ଲିମାଙ୍କ ଗୀତ ରଚନା ଏବଂ ସ୍ୱର ସଂଯଜନା ତଥା ଖ୍ରୀଷ୍ଟିୟ ସଂଗୀତ ଜଗତର ଉଦୀୟମାନ କଣ୍ଠଶିଳ୍ପୀ ବଳିଆ ଲିମା ଙ୍କ ମଧୁର କଣ୍ଠ ର ଏବଂ ଆମ୍ଭମାନଙ୍କ ପ୍ରିୟ ସ୍ମାଇଲ ପାଣି ଙ୍କ ସୁନ୍ଦର ସଂଗୀତ ପରିଚାଳନା ତଥା The EDIT HUB Studio ଙ୍କ ଅତି ମନୋରମ Vidiography ର ଏକ ଭାବପୂର୍ଣ୍ଣ ସଙ୍ଗୀତ.............. "ବଳୀକୃତ " ଗୀତ ଦ୍ୱାରା ପ୍ରଭୁଙ୍କ ଗୌରବ ମହିମା ହେଉ.... ଧନ୍ୟବାଦ 🙏 !! ANTI - PIRACY WARNING !! This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited of this Material . Legal actions will be taken against those who Violate this COPYRIGHT Material Presented #ବଳୀକୃତ #BALIKRUTA #BALIALIMA #ASIMAPANDA #PrasdLimaMusic #PrasdLimaMusicNewChristianSong #humansagarnewchristmassong #humansagarnewsong #gospelsongs #DeeptiRekhaSong #ShashankSekharSong #RiturajDeeptirekhaSong #NewMantuchuriaChristianSong #MantuchuriaSambalpurisongs #NewHumanSagarSongs #NewHumanSagarChristianSong #NewAmitPaniChristianSong #NewChristmasSongs #NewYearSongs2021 #BestHindiChristianSongs #KumarBapiSongs #LatestOdiaChristianSongs #LatestHindiChristianSongs #HindiSongs #Gospelsongs #IndianDevotionalSongs #JesusSongs #ChristianSongs #WorshipSongs #HolySpiritSongs #AmitPaniNewSongs #NewOdiachristianDevotionalSongs #NewOdiachristianDevotionalalbum #NewOdiachristianvideoalbum