ISKCON Rourkela Janmashtami 😍Celebration 🙏💙 | Divine Darshan,Special Moments | Hare Krishna🪷
Tarini Vallabha Vlogs
0:00 / 0:00
ISKCON Rourkela Janmashtami 😍Celebration 🙏💙 | Divine Darshan,Special Moments | Hare Krishna🪷
142 просмотра · 5 дней назад
Tarini Vallabha Vlogs
39 подписчиков
142 просмотра · 5 дней назад
ହରେ କୃଷ୍ଣ 🙏💙
ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ISKCON Rourkela ସୁନ୍ଦର ଓ ଭକ୍ତିମୟ ପରିବେଶ। 🦚✨
ଫୁଲରେ ସଜା ମନ୍ଦିର, ରାଧା-କୃଷ୍ଣଙ୍କ ମନୋହର ଶୃଙ୍ଗାର, ଦିବ୍ୟ ଦର୍ଶନ, ଭକ୍ତମାନଙ୍କ ଭକ୍ତି, କୀର୍ତ୍ତନ ଓ ପ୍ରସାଦ—ସବୁକିଛି ମିଶି ଜନ୍ମାଷ୍ଟମୀର ଏହି ଅନୁଭୂତିକୁ ଆହୁର ସୁନ୍ଦର ହୋଇଉଠିଛି 🌺🙏
ଏହି ଭିଡିଓ ମାଧ୍ୟମରେ ଆପଣମାନେ ମଧ୍ୟ ISKCON Rourkela Janmashtami Celebration ର ଏହି ସୁନ୍ଦର ମୁହୂର୍ତ୍ତଗୁଡ଼ିକୁ ଅନୁଭବ କରନ୍ତୁ। 💙🦚
ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରିବାକୁ ଭୁଲିବେ ନାହିଁ। ❤️
Hare Krishna Hare Krishna,
Krishna Krishna hare hare
hare rama hare rama
rama rama Hare Hare 🙏
#ytshorts #odiavlog #bhakti #harekrishna #iskcon #krishna #ISKCONRourkela #Janmashtami #ISKCONJanmashtami #KrishnaJanmashtami #Rourkela #JanmashtamiVlog #HareKrishna #RadhaKrishna #KrishnaBhakti #ISKCON #DivineDarshan #JanmashtamiCelebration #Bhakti #Kirtan #Prasad #Krishna #HareKrishnaHareRama