ଛାତ୍ରୀଙ୍କୁ କୁକର୍ମ ଓ ଜୀବନ ହାରିବା ଗୁଜବ ପାଇଁ ନଷ୍ଟ ହେଲା LPU ବିଶ୍ୱବିଦ୍ୟାଳୟ ସମ୍ପତ୍ତି ! LPU violence panjab
Pratidin TV
0:00 / 0:00
ଛାତ୍ରୀଙ୍କୁ କୁକର୍ମ ଓ ଜୀବନ ହାରିବା ଗୁଜବ ପାଇଁ ନଷ୍ଟ ହେଲା LPU ବିଶ୍ୱବିଦ୍ୟାଳୟ ସମ୍ପତ୍ତି ! LPU violence panjab
415 просмотров · 1 день назад
Pratidin TV
1,76 млн подписчиков
415 просмотров · 1 день назад
ପଞ୍ଜାବର ଫଗୱାଡ଼ାସ୍ଥିତ ଲଭ୍ଲି ପ୍ରଫେସନାଲ୍ ୟୁନିଭର୍ସିଟି (LPU) ପରିସରରେ ଜଣେ ଛାତ୍ରୀଙ୍କୁ କୁକର୍ମ ଓ ଜୀବନ ହାରିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଖବରକୁ ପୋଲିସ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ "ସମ୍ପୂର୍ଣ୍ଣ ଗୁଜବ ଓ ମିଥ୍ୟା" ବୋଲି ସ୍ପଷ୍ଟ କରିଛନ୍ତି। ତେବେ ଏହି ମିଥ୍ୟା ଖବରକୁ ସତ ମଣି ପ୍ରାୟ ୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ ବ୍ୟାପକ ଭଙ୍ଗାରୁଜା, ପୋଡ଼ାଜଳା ଓ ବିଶ୍ୱବିଦ୍ୟାଳୟର ସମ୍ପତ୍ତି ନଷ୍ଟ କରିବା ସହ ଜାତୀୟ ରାଜପଥ (NH-44) ଅବରୋଧ କରିଥିଲେ। LPU violence panjab.
#LPURumours #LovelyProfessionalUniversity #LPUProtest #FakeNarrative #CampusViolence
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha