ଭ୍ରଷ୍ଟ ସ୍ତରର ସ୍ୱାସ୍ଥ୍ୟ ଦୋକାନ, ଶିକ୍ଷା ଦୋକାନ ଆଦି ଲୋକଙ୍କୁ ଶୋଷଣ କରିବା ପାଇଁ ପ୍ରବଳ ଭ୍ରଷ୍ଟ ପ୍ରଚାର କରୁଛନ୍ତି।
Aruna Kumar Biswal Arkubi ଅର୍କୁବି विश्व Gyan ♨️ ♨️
0:00 / 0:00
ଭ୍ରଷ୍ଟ ସ୍ତରର ସ୍ୱାସ୍ଥ୍ୟ ଦୋକାନ, ଶିକ୍ଷା ଦୋକାନ ଆଦି ଲୋକଙ୍କୁ ଶୋଷଣ କରିବା ପାଇଁ ପ୍ରବଳ ଭ୍ରଷ୍ଟ ପ୍ରଚାର କରୁଛନ୍ତି।
2 просмотра · 7 дн. назад
Aruna Kumar Biswal Arkubi ଅର୍କୁବି विश्व Gyan ♨️ ♨️
889 подписчиков
2 просмотра · 7 дн. назад
ସ୍ବାସ୍ଥ୍ୟ ଓ ଶିକ୍ଷା.. ଏହି ଦୁଇଟି ବିଷୟ ସାଧାରଣ ଓ ସାର୍ବଜନୀନ ବିଷୟ ହୋଇଥିବା ସ୍ଥଳେ.. ଭ୍ରଷ୍ଟ ବେପରିଆ ସ୍ୱାସ୍ଥ୍ୟ ଦୋକାନ , ଭ୍ରଷ୍ଟ ବେପାରିଆ କଥିତ ଡାକ୍ତର, ଭ୍ରଷ୍ଟ ଶିକ୍ଷା ଦୋକାନ, ପରିପୂରକ ଶିକ୍ଷକ ରୂପୀ ଶିକ୍ଷା ଦଲାଲ.. ଅତ୍ୟନ୍ତ କୌଶଳପୂର୍ଣ୍ଣ ଢଙ୍ଗରେ ସରକାରୀ ବ୍ୟବସ୍ଥାକୁ ଗୌଣ ବୋଲି ଅପପ୍ରଚାର ଚଲାଇ ଦେଶର ଓ ମୁଖ୍ୟତଃ ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କର ସର୍ବନାଶ କରିବାକୁ ବସିଲେଣି।
#motivation
#health
#education
#save_humanity
#save_world
#save_nation
#nation_building