ଟଳମଳ ଧାମନଗର ବିଜେଡିର ବନ୍ଧ କେତେବେଳେ ଭାଙ୍ଗିବ କିଏ କହିବ ?| Odisha Reporter
Odisha Reporter
0:00 / 0:00
ଟଳମଳ ଧାମନଗର ବିଜେଡିର ବନ୍ଧ କେତେବେଳେ ଭାଙ୍ଗିବ କିଏ କହିବ ?| Odisha Reporter
19 907 просмотров · 2 г. назад
Odisha Reporter
2,99 млн подписчиков
19 907 просмотров · 2 г. назад
ଅସମ୍ଭାଳ ହେଲାଣି ଭଦ୍ରକ ଧାମନଗର ନିର୍ବାଚନମଣ୍ଡଳୀ ବିଜେଡିର ଗୋଷ୍ଠୀ କନ୍ଦଳ। ଧାମନଗର ବ୍ଲକର ଶତାଧିକ ବିଜେଡି କର୍ମୀ ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ। ରୋକଠୋକ କହିଥିଲେ, ବିଜେଡି କର୍ମୀଙ୍କୁ ଅଣଦେଖା କରାଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାୟକଙ୍କ ସମେତ ରାଜ୍ୟର ନେତୃତ୍ବଙ୍କୁ ସମର୍ଥନ ଜଣାଇଥିଲେ କିନ୍ତୁ ଧାମନଗର ବ୍ଲକର ବିଜେଡି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକଙ୍କୁ ଘୋର ବିରୋଧ କରିଥିଲେ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #bjd #Dhamnagar #elections #Election2024 #Odisha #OdishaReporter