Khati 02 || Siula Owner Sanjay Bisoi ||Umpire ନିର୍ଣ୍ଣୟ ପାଈଁ ବହୁତ ମ୍ୟାଚ୍ ହାରିଛୁ ||Lulu Swain|| Rakesh
SDC Vlogs - Asa Buliba
0:00 / 0:00
Khati 02 || Siula Owner Sanjay Bisoi ||Umpire ନିର୍ଣ୍ଣୟ ପାଈଁ ବହୁତ ମ୍ୟାଚ୍ ହାରିଛୁ ||Lulu Swain|| Rakesh
25 526 просмотров · 12 дней назад
SDC Vlogs - Asa Buliba
4,95 тыс. подписчиков
25 526 просмотров · 12 дней назад
🔥 ଆସ Khati କରିବା | SDC VLOGS 🔥
ଏଥର “ଆସ Khati କରିବା” ରେ ଆମ ସହିତ ରହିଛନ୍ତି Star 11 Siula ଟିମ୍ର Owner ଏବଂ ଟିମ୍ର Opening Star Batter Lulu Swain 🏏🔥
ଏହି ଏପିସୋଡ୍ରେ ଶୁଣନ୍ତୁ Star 11 Siula ଟିମ୍ର ଗଠନ, ଟିମ୍ର ଯାତ୍ରା, ଖେଳାଳି ଚୟନ, ଟିମ୍ର ଭବିଷ୍ୟତ ଯୋଜନା ଏବଂ Lulu Swainଙ୍କ କ୍ରିକେଟ୍ ଯାତ୍ରା ବିଷୟରେ ଅନେକ ରୋଚକ କଥା। 🤩🏏
😱 Unit 9 ଠାରୁ Star 11 Siula ପର୍ଯ୍ୟନ୍ତ କାହାଣୀ କଣ?
🔥 ଟିମ୍ ପାଇଁ କେତେ ଖର୍ଚ୍ଚ ହୁଏ?
🏏 Lulu Swainଙ୍କ Opening Batter ଭାବରେ ଯାତ୍ରା କେମିତି?
👑 Star 11 Siula Ownerଙ୍କ ମୁହଁରୁ ଶୁଣନ୍ତୁ ଟିମ୍ର ଅନେକ ଅଜଣା କଥା!
🎙️ Guests:
⭐ Star 11 Siula Owner
🏏 Lulu Swain – Opening Star Batter
🎤 Hosts:
🎙️ Rakesh – Commentary
🎙️ Sonu – SDC VLOGS
📺 Show: ଆସ Khati କରିବା
🎬 Presented by: SDC VLOGS
ଭିଡିଓଟି ଭଲ ଲାଗିଲେ LIKE 👍 | COMMENT 💬 | SHARE 🔄 କରନ୍ତୁ ଏବଂ SDC VLOGS କୁ SUBSCRIBE 🔔 କରିବାକୁ ଭୁଲନ୍ତୁ ନାହିଁ।
#ଆସKhatiକରିବା #SDCVLOGS #Star11Siula #LuluSwain #TennisCricket #OdishaTennisCricket #CricketPodcast #OdishaCricket #RakeshCommentary #Sonu #Siula #crickettalk