Перейти к содержимому

Business ଏତେ ସହଜ ନୁହେଁ! 😔 | Slow Sale + Roadside Cooking + First Return | Odia Vlog

ମୋ Struggle

0:00 / 0:00

Business ଏତେ ସହଜ ନୁହେଁ! 😔 | Slow Sale + Roadside Cooking + First Return | Odia Vlog

9 просмотров · 8 часов назад
ମୋ Struggle
19 подписчиков
9 просмотров · 8 часов назад
ଆଜିର ଦିନଟା ଆମ Small Business Journey ର ଟିକେ କଷ୍ଟକର ଦିନ ଥିଲା। 😔 Market ରେ ପୂର୍ବରୁ ଭଲ Purchase କରୁଥିବା କିଛି ଦୋକାନୀଙ୍କ ପାଖରେ Stock ଥିବାରୁ ଆଜି Sale ବହୁତ Slow ରହିଲା। Marketing କରୁ କରୁ ବହୁତ ସମୟ ହୋଇଗଲା ଏବଂ ଖାଇବା ପାଇଁ କିଛି ମିଳିଲାନି। ଶେଷରେ ରାସ୍ତାକଡ଼ରେ ନିଜେ ଚୁଲି ଲଗାଇ ଭାତ, ଆଳୁ ଭର୍ତ୍ତା ଏବଂ ଦହି ସହ ଖାଇଲୁ। ତା'ପରେ ପୁଣି Marketing ପାଇଁ ବାହାରିଲୁ। ରାତି ପର୍ଯ୍ୟନ୍ତ ଚେଷ୍ଟା କରିବା ପରେ ବି କିଛି Water Bottle ବିକ୍ରି ହୋଇନଥିଲା। ଆଜି ପ୍ରଥମଥର କିଛି Water Bottle ବିକ୍ରି ନହୋଇ Distributor Point କୁ ଫେରାଇ ଆଣିବାକୁ ପଡ଼ିଲା। ମନ ଟିକେ ଖରାପ ହେଲା, କିନ୍ତୁ ଆମର ଚେଷ୍ଟା ବନ୍ଦ ହେବନି। ❤️ ଏହା ଆମର ଅସଲି Small Business Journey—Sale, Struggle, Marketing ଏବଂ ପ୍ରତିଦିନ କିଛି ନୂଆ ଶିଖିବାର କାହାଣୀ। ଆପଣମାନଙ୍କ Support ଆମ ପାଇଁ ବହୁତ ମୂଲ୍ୟବାନ। 🙏❤️ #SmallBusiness #BusinessStruggle #OdiaVlog #OdiaYouTuber #BusinessVlog #WaterBusiness #DailyVlog #StruggleVlog #OdiaVlogger #SmallBusinessJourney