Перейти к содержимому

ପ୍ରତ୍ୟକ୍ଷଦର୍ଷୀ କହିଲେ ଭ୍ଲଗିଂ ବେଳେ ଟାଇଗର ଉପରକୁ ଗୁଳି ମାଡ଼ ହେଲା କେମିତି ?Tiger Shroff Firing Eyewitness

Pratidin TV

0:00 / 0:00

ପ୍ରତ୍ୟକ୍ଷଦର୍ଷୀ କହିଲେ ଭ୍ଲଗିଂ ବେଳେ ଟାଇଗର ଉପରକୁ ଗୁଳି ମାଡ଼ ହେଲା କେମିତି ?Tiger Shroff Firing Eyewitness

4 683 просмотра · 9 часов назад
Pratidin TV
1,77 млн подписчиков
4 683 просмотра · 9 часов назад
ପ୍ରତ୍ୟକ୍ଷଦର୍ଷୀ କହିଲେ ଭ୍ଲଗିଂ ବେଳେ ଟାଇଗର ଉପରକୁ ଗୁଳି ମାଡ଼ ହେଲା କେମିତି ? ଜଣେ ପ୍ରତ୍ୟକ୍ଷଦର୍ଶୀ ବ୍ଲଗର ସଲମା ଶେଖ୍ କହିଛନ୍ତି ଯେ, ଗୁଳିମାଡ଼ ବେଳେ ପ୍ରଥମେ ଲୋକେ ଏହାକୁ ଦୀପାବଳି ବାଣ ବୋଲି ଭାବିଥିଲେ। କିନ୍ତୁ ଗୁଳି ବାଜି ଡ୍ରାଇଭରଙ୍କ ହାତ ଏବଂ ପାଖରେ ଦୌଡ଼ୁଥିବା ଜଣେ ଫ୍ୟାନ୍‌ଙ୍କ ପେଟରେ ଗୁଳି ବାଜିବା ପରେ ସେଠାରେ ଆତଙ୍କ ଖେଳିଯାଇଥିଲା। ଡ୍ରାଇଭର ଆହତ ହେବା ପରେ ଟାଇଗର ନିଜେ ଗାଡ଼ି ଚଲାଇ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। ଗୁଳିମାଡ଼ ଯୋଗୁଁ କାଚ ଭାଙ୍ଗି ଟାଇଗରଙ୍କ ହାତ ଓ ଛାତିରେ ମଧ୍ୟ ସାମାନ୍ୟ ଆଘାତ ଲାଗିଛି।Tiger Shroff Firing Eyewitness #TigerShroff #JuhuFiring #EyewitnessAccount #MumbaiPolice #RakeshKumar #SalmaSheikh Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha