Перейти к содержимому

Sakala pranama Ghena HeeChaka Nayana... song namita agrawal geta.. #viral song.. JayShree Jagannath

a1.__.tapasssss

0:00 / 0:00

Sakala pranama Ghena HeeChaka Nayana... song namita agrawal geta.. #viral song.. JayShree Jagannath

3 150 просмотров · 4 дня назад
a1.__.tapasssss
139 подписчиков
3 150 просмотров · 4 дня назад
🙏🌺 ଜୟ ଜଗନ୍ନାଥ 🌺🙏 ❤️ ହେ ମୋର କାଳିଆ ଠାକୁର ❤️ ତୋର ସେହି ବଡ଼ ବଡ଼ ଚକା ଆଖିରେ ହଜିଯାଏ ମୋର ସାରା ଦୁନିଆ 🌸🥹 ତୋର କଳା ମୁହଁଟି ଦେଖିଦେଲେ ମୋ ମନ ଶାନ୍ତ ହୋଇଯାଏ 🙏❤️ ତୁ ଥିଲେ ମୋର କିଛି ଅଭାବ ନାହିଁ, ତୋ ଆଶୀର୍ବାଦ ଥିଲେ ସବୁ ଦୁଃଖ ଛୋଟ ଲାଗେ 🥰🌺 ହେ ମହାପ୍ରଭୁ, ସବୁବେଳେ ମୋ ମୁଣ୍ଡ ଉପରେ ତୋର ହାତ ରଖିଥିବୁ 🙏✨ ତୋ ନାମ ନେଇ ଆରମ୍ଭ ହେଉ ମୋର ପ୍ରତିଟି ଦିନ ❤️ 🌼 ଜୟ ଜଗନ୍ନାଥ 🌼 🌸 ଜୟ ଜୟ ଜଗନ୍ନାଥ 🌸 🙏 ମହାପ୍ରଭୁଙ୍କୁ ଭଲ ପାଉଥିଲେ କମେଣ୍ଟରେ ଲେଖନ୍ତୁ — ଜୟ ଜଗନ୍ନାଥ ❤️ #JayJagannath #ଜୟଜଗନ୍ନାଥ #Jagannath #Mahaprabhu #OdiaBhakti #JagannathStatus #OdiaDevotional