Перейти к содержимому

ଏହି ମାସରେ ଗୋଟିଏ ଭୁଲ୍ ସବୁ ପୁଣ୍ୟ ନଷ୍ଟ କରିଦିଏ ? | Kartika Brata Mahatmya | Sidharth Utsav

Sidharth Utsav

0:00 / 0:00

ଏହି ମାସରେ ଗୋଟିଏ ଭୁଲ୍ ସବୁ ପୁଣ୍ୟ ନଷ୍ଟ କରିଦିଏ ? | Kartika Brata Mahatmya | Sidharth Utsav

713 просмотров · 10 ч назад
Sidharth Utsav
1,15 млн подписчиков
713 просмотров · 10 ч назад
ପବିତ୍ର କାର୍ତ୍ତିକ ମାସ ଓ ବ୍ରତର ମାହାତ୍ମ୍ୟ | Kartika Brata Mahatmya & Niyama ସ୍କନ୍ଦ ପୁରାଣ ଓ ପଦ୍ମ ପୁରାଣ ଅନୁସାରେ ବାର ମାସ ମଧ୍ୟରେ କାର୍ତ୍ତିକ ମାସ ସର୍ବଶ୍ରେଷ୍ଠ ଧର୍ମ ମାସ। ଏହି ପବିତ୍ର ମାସରେ କାର୍ତ୍ତିକ ବ୍ରତ, ରାଧା ଦାମୋଦର ପୂଜା, ତୁଳସୀ ଚଉରା ମୂଳେ ଦୀପ ଦାନ ଏବଂ ଆକାଶ ଦୀପ ପ୍ରଦାନ କଲେ କେଉଁ ଅନନ୍ତ ପୁଣ୍ୟ ଫଳ ପ୍ରାପ୍ତି ହୁଏ ଓ କିପରି ସମସ୍ତ ପାପ କ୍ଷୟ ହୁଏ, ତାହାର ସମ୍ପୂର୍ଣ୍ଣ ବିଧି ବିଧାନ ଜାଣନ୍ତୁ। ଏହି ଭିଡିଓରେ ଆଲୋଚିତ ବିଷୟ: କାର୍ତ୍ତିକ ବ୍ରତର ସଂକଳ୍ପ ଓ ଆରମ୍ଭ କେବେଠାରୁ? ରାଧା ଦାମୋଦର ଉପାସନାର ମହତ୍ତ୍ୱ ପୁରାଣ ଅନୁସାରେ ଦୀପ ଦାନର ଫଳ ଶ୍ରୀକ୍ଷେତ୍ର ପୁରୀ ଓ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି #KartikaMasa #KartikaBrata #RadhaDamodar #Jagannath #PuriDham #OdiaSpiritual #SidharthUtsav To subscribe Sidharth Utsav's channel, click here 👇    / @sidharthutsavofficial   ========================== 🌐 Follow Us on Social Media: 📘 Facebook:   / sidharthutsavofficial   📸 Instagram:   / sidharthutsav   🐦 Twitter (X): https://x.com/sidharthutsav ========================== 📡 "Sidharth Utsav" DTH Details : Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796 =========================== Subscribe our other Television Channels : Sidharth TV :    / sidharthtv   Sidharth Gold :    / @sidharthgold   Jay Jagannath TV :    / @jayjagannathtvofficial   #SidharthUtsav