HUMANE SAGAR TOP 10 ODIA CHRISTIAN SONGS | AUDIO JUKEBOX | NEW ODIA CHRISTIAN SONGS | SUPERHIT SONGS
Amit Badanayak
0:00 / 0:00
HUMANE SAGAR TOP 10 ODIA CHRISTIAN SONGS | AUDIO JUKEBOX | NEW ODIA CHRISTIAN SONGS | SUPERHIT SONGS
95 442 просмотра · 8 месяцев назад
Amit Badanayak
259 тыс. подписчиков
95 442 просмотра · 8 месяцев назад
HUMANE SAGAR TOP 10 ODIA CHRISTIAN SONGS AUDIO JUKEBOX NEW ODIA CHRISTIAN SONGS SUPERHIT SONGS HUMANE SAGAR
AB Music ଖ୍ରୀଷ୍ଟୀୟ ପରିବାର ତରଫରୁ ସ୍ୱର୍ଗତଃ ହ୍ୟୁମାନ ସାଗରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ତାଙ୍କ ସ୍ମୃତିରେ HUMANE SAGAR ଗାଇଥିବା TOP 10 SUPERHIT CHRISTIAN SONGS ର AUDIO JUKEBOX ପ୍ରସ୍ତୁତ କରାଯାଇଛି । ଆମ ଖ୍ରୀଷ୍ଟ ପରିବାରର ଗର୍ବ ଓ ଗୌରବ ଓଡ଼ିଶାର ଖ୍ୟାତନାମା ଓ ଲୋକପ୍ରିୟ କଣ୍ଠଶିଳ୍ପୀ ସ୍ୱର୍ଗତଃ ହ୍ୟୁମାନ ସାଗରଙ୍କ ସ୍ମୃତିରେ ଏହା ଭେଟି ଦେଉଛୁ। ଏଣୁ ହ୍ୟୁମାନ ସାଗରଙ୍କ ଗୀତକୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷ ଉକ୍ତ ଗୀତ ଗୁଡ଼ିକୁ ଶୁଣନ୍ତୁ।
AB Music ତରଫରୁ ହ୍ୟୁମାନ ସାଗରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି....
ହ୍ୟୁମାନ ସାଗର ତମେ ସାଧାରଣ ମଣିଷ ନୁହଁ ଜଣେ ଅସାଧାରଣ ବ୍ୟକ୍ତିତ୍ଵ ଅନନ୍ୟ ପ୍ରତିଭାର ଅଧିକାରୀ.. ଏଭଳି ପରମ ପୁରୁଷ ଦୁନିଆରେ ଜଣେ ଆବିର୍ଭାବ ହୋଇଥାନ୍ତି ଆଉ ଓଡିଶା ସଙ୍ଗୀତ ଜଗତରେ ସେହି ପରମ ପୁରୁଷ ହେଉଛ କେବଳ ତମେ ହ୍ୟୁମାନ ଆଜି ତୁମ ମୃତ୍ୟୁରେ କେହି ବି ଖୁସି ନୁହନ୍ତି ହ୍ୟୁମାନ...ନା ତମେ ବୟସର ଚରମ ସୀମାରେ ପହଞ୍ଚିଥିଲ ନା ଆଉ କିଛି ତମେ ଆଉ କିଛି ବର୍ଷ ବଞ୍ଚିବା ଜରୁରୀ ଥିଲା ବାସ୍ତବରେ ପ୍ରଭୁଙ୍କ ଯୋଜନା ସଂକଳ୍ପ ଅଭିମତ ତୁମ ପାଇଁ କ'ଣ ଥିଲା କେହି ଜାଣିବା ଅସମ୍ଭବ ବ୍ୟାପାର..ତମେ ସ୍ୱରର ଯାଦୁଗର ସେ ଯାଦୁରେ ସମସ୍ତେ ବନ୍ଧା ଥିଲେ.. ତୁମ ସୁଲଳିତ କଣ୍ଠ ସମସ୍ତଙ୍କୁ ଆତ୍ମବିଭୋର କରୁଥିଲା.. ତୁମେ ଶ୍ରୋତା ମାନଙ୍କୁ କନ୍ଦାଉଥିଲ..ହସାଉଥିଲ ନଚାଉଥିଲ..ତୁମ ଗୀତ ଶୁଣିଲେ ଦୁଃଖ ଚିନ୍ତା ଅପସରି ଯାଉଥିଲା କେବଳ ଆତ୍ମାକୁ ଶାନ୍ତି ମିଳୁଥିଲା...ତମେ ଆସିବା ପର ଠାରୁ ଓଡିଆ ସଙ୍ଗୀତ ଜଗତର ଏକ ନୂଆ ଯୁଗ ଆରମ୍ଭ ହେଲା.. ତମେ ତୁମର ଗୀତ ଦ୍ବାରା ଓଡ଼ିଶା ସଙ୍ଗୀତ ଜଗତରେ କାର୍ଯ୍ୟରତ କର୍ମଜୀବୀ ମାନଙ୍କର ବଞ୍ଚିବାର ରାହା ଦେଖାଇଗଲ..ଓଡିଆ ସଙ୍ଗୀତ ପ୍ରତି ଲୋକ ମାନଙ୍କର ଅହେତୁକ ଭଲ ପାଇବା ଦିନକୁ ଦିନ ବୃଦ୍ଧି ପାଇଲା। ଓଡ଼ିଶା ସଙ୍ଗୀତ ଜଗତରେ Versatile Singer ର ଅଭାବ ଥିଲା ସେହି ଶୂନ୍ୟ ସ୍ଥାନ ସଂପୂର୍ଣ୍ଣ ରୂପେ ପୂରଣ ହୋଇଥିଲା। ବଲିଉଡ୍ ଜଗତର ଗାୟକ ମାନଙ୍କର ଆବଶ୍ୟକତା ପଡ଼ିଲା ନାହିଁ। ବିଶେଷତଃ ଯୁବପିଢିମାନଙ୍କର ପ୍ରେରଣାର ଉତ୍ସ କେବଳ ତମେ ଥିଲ..ତୁମ ଗୀତ ଯୋଗୁଁ Camera Man ଠାରୁ ଆରମ୍ଭ କରି Poster Desiner, Editor ,Lyricist, Music Director, Producer,Recordist ଏବଂ Youtuber ମାନଙ୍କର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ ପେଟ ପୋଷିବାର ଏକ ମାଧ୍ୟମ ପାଲଟିଥିଲା..ତୁମ ବିନା ଓଡିଶା ସଙ୍ଗୀତ ଜଗତ କିଭଳି ଭାବରେ ଆଗକୁ ବଢ଼ିବ କଳ୍ପନା କରିବା ସମ୍ଭବପର ନୁହଁ.. ତମେ କୋଟିଏରେ ଗୋଟିଏ..ଛୋଟ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ହୃଦୟରେ ତମେ ଚିର ଦିନ ପାଇଁ ବସା ବାନ୍ଧି ରହିଲ..ତମେ କମ୍ ବୟସରେ ଏ ଦୁନିଆ ଛାଡ଼ି ଚାଲିଗଲ ସତ କିନ୍ତୁ ସମସ୍ତଙ୍କୁ ଧୋକା ଦେଇ ଚାଲିଗଲ ।
Presenting You All Humane Sagar Top 10 Christian Songs From AB Music. We Hope All This New Odia Heart Touching Christian Songs Audio Jukebox Will Surely Touch All Your Heart. All Songs Sung By Human Sagar In Very Beautifully And Soulfully. Lyrics & Music Composition By Amit Badanayak.
PRAISE THE LORD..........AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ମଣ୍ଡଳୀକୁ ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଲୋକ ମାନଙ୍କର ଆତ୍ମିକ ଜାଗରଣ ଏବଂ ମନ ପରିବର୍ତ୍ତନ ନିମନ୍ତେ AB MUSIC ତରଫରୁ ଖ୍ରୀଷ୍ଟୀୟ ସଙ୍ଗୀତ ଜରିଆରେ ସୁସମାଚାର ପ୍ରଚାର କରିବା ଉଦ୍ଦେଶ୍ୟରେ କ୍ଷୁଦ୍ର ପ୍ରୟାସ କରି ଭେଟି ଦେଉଛୁ ହ୍ୟୁମାନ ସାଗର କଣ୍ଠଦାନ କରିଥିବା ଭିନ୍ନ ଭିନ୍ନ ସ୍ୱାଦର ୧୦ ଟି ମନଛୁଆଁ ଓ ହୃଦୟସ୍ପର୍ଶୀ ଖ୍ରୀଷ୍ଟୀୟ ଭକ୍ତି ଗୀତ ଗୁଡ଼ିକର Audio Jukebox ।
ହ୍ୟୁମାନ ସାଗର ଗାଇଥିବା ସମସ୍ତ ୧୦ ଟି ଗୀତ ଗୁଡ଼ିକ ଅତ୍ୟନ୍ତ ମନମୁଗ୍ଧକର ଓ ହୃଦୟସ୍ପର୍ଶୀ ହେଇଛି। ଏଣୁ ଉକ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଏବଂ ଦ୍ୱିତୀୟ ଆଗମନକୁ ଲକ୍ଷ୍ୟ କରି ନିଜ ନିଜକୁ ପ୍ରସ୍ତୁତ କରନ୍ତୁ।
SONG CREDITS :
Song : Humane Sagar Top 10 Christian Songs (Audio Jukebox)
Singer : Humane Sagar (Ollywood Singer)
Lyrics : Amit Badanayak
Music Composition : Amit Badanayak
Music Arrangement : Bapi Samal,Pintu Das
Recording & Mix : MRR Studio, Cuttack
Mastering by : Shaktiswar Mohapatra
Poster Design : Parsuram Sagaria
WhatsApp : 8895583382,7978601423
Contact : 7978601423,8895583382
#humanesagartop10christiansongs
#humanesagarchristiansongs
#newodiachristianaudiojukebox
#newodiachristiansongs
#humanesagar
#amitbadanayak
#humanesagarsongs
#humanesagarnewsongs
#humanesagarchristianaudiojukebox
#newodiachristiansongs2026
#amitbadanayakchristiansongs
#amritanayakchristiansongs
#amitbadanayaknewchristiansongs2026
#amitbadanayakchristiansongs2026
#newodiachristiansongs2026
#humanesagarnewodiachristiansongs
#odiachristiansongs2025
#asimapandachristiansongs
#latestodiachristiansongs
#odiachristiansongs
#abmusic
#amitbadanayak
#latestodiachristiansongs
#odianewchristiansong
#humanesagarchristiansongs
#amitpanichristiansongs
#abmusicchristiansongs