🔥 ସନ୍ଥ ଭୀମ ଭୋଇ ବ୍ରାହ୍ମଣମାନଙ୍କୁ ପଚାରିଥିଲେ ଏହି ୪୦+ ଗୁଢ଼ ପ୍ରଶ୍ନ! 😲 ଶୁଣିଲେ ଆଶ୍ଚର୍ଯ୍ୟ ହେବେ #BhimaBhoi
MATRUBHUMI
0:00 / 0:00
🔥 ସନ୍ଥ ଭୀମ ଭୋଇ ବ୍ରାହ୍ମଣମାନଙ୍କୁ ପଚାରିଥିଲେ ଏହି ୪୦+ ଗୁଢ଼ ପ୍ରଶ୍ନ! 😲 ଶୁଣିଲେ ଆଶ୍ଚର୍ଯ୍ୟ ହେବେ #BhimaBhoi
30 475 просмотров · 2 месяца назад
MATRUBHUMI
2,06 тыс. подписчиков
30 475 просмотров · 2 месяца назад
🔥 ସନ୍ଥ ଭୀମ ଭୋଇ ବ୍ରାହ୍ମଣମାନଙ୍କୁ ପଚାରିଥିଲେ ଏହି ୪୦+ ଗୁଢ଼ ପ୍ରଶ୍ନ! 😲 ଶୁଣିଲେ ଆଶ୍ଚର୍ଯ୍ୟ ହେବେ #Bhimabhoi
🙏 ଜୟ ଅଲେଖ ମହିମା 🙏
ଏହି ଭିଡିଓରେ ସନ୍ଥ ଭୀମ ଭୋଇ ବ୍ରାହ୍ମଣମାନଙ୍କୁ ପଚାରିଥିବା ଗୁଢ଼ ଓ ଦାର୍ଶନିକ ପ୍ରଶ୍ନଗୁଡ଼ିକ ଉପସ୍ଥାପନ କରାଯାଇଛି। ବ୍ରହ୍ମ, ଆତ୍ମା, ବେଦ, ଗାୟତ୍ରୀ ମନ୍ତ୍ର, ପଇତା ଓ ସତ୍ୟ ଜ୍ଞାନ ସମ୍ବନ୍ଧୀୟ ଏହି ପ୍ରଶ୍ନଗୁଡ଼ିକ ଆଜି ମଧ୍ୟ ଚିନ୍ତା କରିବାକୁ ବାଧ୍ୟ କରେ।
ଏହି ଭିଡିଓ ମାଧ୍ୟମରେ ସନ୍ଥ ଭୀମ ଭୋଇଙ୍କ ଅମୂଲ୍ୟ ବାଣୀ ଓ ମହିମା ଧର୍ମର ଗଭୀର ତତ୍ତ୍ୱକୁ ଜାଣନ୍ତୁ।
🔔 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରନ୍ତୁ।
ମୁଖ୍ୟ ପ୍ରଶ୍ନଗୁଡ଼ିକ ହେଲା—
ବ୍ରହ୍ମର ଉତ୍ପତ୍ତି କେମିତି?
ମଣିଷ ଜନ୍ମ ପୂର୍ବରୁ କେଉଁଠି ଥିଲା?
ମାତା ଗର୍ଭରେ କିଏ ପ୍ରାଣ ଦେଲା?
ପ୍ରାଣ କେତେ ପ୍ରକାର?
ବେଦ ଓ ମନ୍ତ୍ରର ମୂଳ କ'ଣ?
ଗାୟତ୍ରୀ ଓ ସାବିତ୍ରୀ ମନ୍ତ୍ରର ପ୍ରକୃତ ତତ୍ତ୍ୱ କ'ଣ?
ଓଁକାରରୁ କିପରି ବେଦ ଓ ମନ୍ତ୍ର ଜନ୍ମ ନେଲା?
ଦାନ ଦେଲେ ମୃତ ବ୍ୟକ୍ତି କିପରି ତାହା ପାଏ?
ଅଗ୍ନିର ଉତ୍ପତ୍ତି କେଉଁଠୁ?
ସ୍ୱାହା ମନ୍ତ୍ରର ମୂଳ କ'ଣ?
ବ୍ରହ୍ମ କେମିତି ଦେଖାଯାଏ?
ବ୍ରହ୍ମାଣ୍ଡକୁ ବ୍ରହ୍ମ କିପରି ଧାରଣ କରିଛି?
କଲ୍ୟାଣ ମନ୍ତ୍ରର ପ୍ରକୃତ ଅର୍ଥ କ'ଣ?
ପଇତାର ପ୍ରକୃତ ବ୍ରହ୍ମଗାଠି କ'ଣ?
ଆଦି, ମଧ୍ୟ, ଅନ୍ତ ଓ ପ୍ରାନ୍ତର ତତ୍ତ୍ୱ କ'ଣ?
#Hashtags:
#BhimaBhoi #SantBhimaBhoi #MahimaDharma #AlekhMahima #OdiaBhajan #OdiaSpiritual #BhimaBhoiQuestion #OdiaCulture #OdiaHistory #Spirituality #OdiaVideo #MahimaReligion #OdiaYouTube #JagannathCulture #OdiaDevotional #BhimaBhoiVani #OdiaMotivation #BrahmaTatwa #OdiaKnowledge #JayAlekhMahima