Перейти к содержимому

ନେପାଳ ଭଳି ତପ୍ତପାଣୀ ଘାଟିର ପରିସ୍ଥିତି | Odisha Reporter

Odisha Reporter

0:00 / 0:00

ନେପାଳ ଭଳି ତପ୍ତପାଣୀ ଘାଟିର ପରିସ୍ଥିତି | Odisha Reporter

21 165 просмотров · 7 ч назад
Odisha Reporter
2,99 млн подписчиков
21 165 просмотров · 7 ч назад
ନେପାଳ ଭଳି ତପ୍ତପାଣୀ ଘାଟିର ପରିସ୍ଥିତି | Odisha Reporter ଞ୍ଜାମରୁ ଗଜପତିକୁ ଯୋଗାଯୋଗ ବିଚ୍ଛିନ୍ନ! ୩୨୬ ନମ୍ବର ଜାତୀୟ ରାଜପଥରେ ସାଂଘାତିକ ସ୍ଥିତି । ତିନି ଦିନ ଧରି ଲଗାଣ ବର୍ଷା ପରେ ତପ୍ତପାଣି ଘାଟି ରାସ୍ତା ଉପରେ ଚାଲିଛି କାଦୁଅ ମିଶା ବନ୍ୟାଜଳ । ପାହାଡ଼ରୁ ପାଣି ମାଡ଼ି ଆସୁଥିବା ବେଳେ ଭୂସ୍ଖଳନ ଯୋଗୁଁ ରାସ୍ତାରେ ସୃଷ୍ଟି ହୋଇଛି ଗୁରୁତର ସମସ୍ୟା । ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ୭୦ରୁ ଅଧିକ ଗାଡ଼ି । ଗାଡ଼ି ଭିତରେ ଫସି ରହିଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ । କେବେ ରାସ୍ତା ଖୋଲିବ, କେବେ ମିଳିବ ମୁକ୍ତି—ଏହି ଚିନ୍ତାରେ ସମସ୍ତେ । ତପ୍ତପାଣି ଘାଟିରେ ବର୍ଷା ଓ ଭୂସ୍ଖଳନ ପରର ଭୟାବହ ସ୍ଥିତି ଦେଖନ୍ତୁ ଏହି ରିପୋର୍ଟରେ । ଦେଖନ୍ତୁ ସବୁ ଖବର, କେବଳ Odisha Reporterରେ । #TaptapaniGhat #NH326 #Ganjam #Gajapati #Landslide #OdishaRain #FloodWater #RoadBlock #OdishaNews #OdiaNews #odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter