ପଦାକୁ ଆସିଲା ପାଣ୍ଡିଆନଙ୍କ ଦରମା | Odisha Reporter
Odisha Reporter
0:00 / 0:00
ପଦାକୁ ଆସିଲା ପାଣ୍ଡିଆନଙ୍କ ଦରମା | Odisha Reporter
439 831 просмотр · 2 г. назад
Odisha Reporter
2,98 млн подписчиков
439 831 просмотр · 2 г. назад
ସରକାରୀ ଅଫିସର, କ୍ୟାବିନେଟ ରାଙ୍କ୍, ଦଳୀୟ କାର୍ଯ୍ୟ, ସରକାରୀ ଦରମା! ସବୁ ଆଇନକାନୁନ୍ ଉପରେ ଯେମିତି ମିଳିଛି ଭି. କେ. ପାଣ୍ଡିଆନଙ୍କୁ କ୍ଷମତା । ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ଦାୟିତ୍ବ ବଣ୍ଟନ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ବିଜେପି କହିଛି- ଅଭିଯୋଗ ପରେ 5ଟି ଅଧ୍ୟକ୍ଷ ପଦରୁ ହଟିଛନ୍ତି ପାଣ୍ଡିଆନ୍ । Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #PandianSalary #VKPandian #BJD #CMO #NaveenPatnaik #NaveenNiwas #Odisha