Jhia khoju khoju... ( ସହରୀ ଝିଅ ) # folk odia song # Collection by Biswambar Jena
Sophia Sharon Music ( Bhadrak )
0:00 / 0:00
Jhia khoju khoju... ( ସହରୀ ଝିଅ ) # folk odia song # Collection by Biswambar Jena
111 просмотров · 10 дней назад
Sophia Sharon Music ( Bhadrak )
233 подписчика
111 просмотров · 10 дней назад
song : Jhia khoju khoju
Lyrics: Unknown ( very old )
Music arrenge: Biswambar Jena
A talk between Son and Mother.
Odia folk song
Song....
ଝିଅ ଖୋଜୁ ଖୋଜୁ ବୟସଟା ମୋର
ଝିଅ ଖୋଜୁ ଖୋଜୁ ବୟସଟା ମୋର
ଚାଳିଶି ପଛକେ ହେଉ..
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
ହେ ପଛେ ନିଶଦାଢ଼ି ପାଚି ଯାଉ,
ହେ ପଛେ ନିଶଦାଢ଼ି ପାଚି ଯାଉ...
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
Music 🎶
ଯଦି ବାହା ଦେବୁ ସହରୀ ଝିଅକୁ,
ନିଜେ ତୁ ଫୁଙ୍ଖିବୁ ଚୁଲି, କଥାରେ ତାହାର ଉଠିବୁ ବସିବୁ,
ଶାଶୁ ବୋଲି ଯିବୁ ଭୁଲି..
Short music 🎶
ଯଦି ବାହା ଦେବୁ ସହରୀ ଝିଅକୁ,
ନିଜେ ତୁ ଫୁଙ୍ଖିବୁ ଚୁଲି, କଥାରେ ତାହାର ଉଠିବୁ ବସିବୁ, ଶାଶୁ ବୋଲି ଯିବୁ ଭୁଲି।
ତା' ଗୁଣ ବାହୁନି ଦିନ କଟିବ ମୋ ବୋଉ,
କିଏ ସହିବ ତାହାର ଦାଉ, ହେ କିଏ ସହିବ ତାହାର ଦାଉ।
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
Music 🎶 🎶
ସହରିଆ ଝିଅ, କାଗଜର ଫୁଲ, ବାସ ନାହିଁ ଖାଲି ରୂପ,
ସହରିଆ ମନ, ମନବୁଝେ ନାହିଁ, ଦେଇ ଜାଣେ ଅଭିଶାପ।
Short music 🎶
ସହରିଆ ଝିଅ, କାଗଜର ଫୁଲ, ବାସ ନାହିଁ ଖାଲି ରୂପ,
ସହରିଆ ମନ, ମନବୁଝେ ନାହିଁ, ଦେଇ ଜାଣେ ଅଭିଶାପ।
ବାହା ଦେଇ ମତେ, ଶୂଳୀକୁ ପଠାନା ମୋ ବୋଉ।
ହେ ତୋର ସପନ ଦେଖିବା ଥାଉ,
ହେ ତୋର ସପନ ଦେଖିବା ଥାଉ ।
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ,
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..।
ଝିଅ ଖୋଜୁ ଖୋଜୁ ବୟସଟା ମୋର
ଝିଅ ଖୋଜୁ ଖୋଜୁ ବୟସଟା ମୋର
ଚାଳିଶି ପଛକେ ହେଉ..
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
ହେ ପଛେ ନିଶଦାଢ଼ି ପାଚି ଯାଉ,
ହେ ପଛେ ନିଶଦାଢ଼ି ପାଚି ଯାଉ...
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..
ସହରୀ ଝିଅକୁ ବାହା, ମୁଁ ହେବିନି ଲୋ ବୋଉ..