College Farewell song |Lyrics:Anil K Mohapatra #farewell #farewell2024 #collegefarewell #bidayasong
Anil Mohapatra Creations
0:00 / 0:00
College Farewell song |Lyrics:Anil K Mohapatra #farewell #farewell2024 #collegefarewell #bidayasong
53 629 просмотров · 2 года назад
Anil Mohapatra Creations
6,29 тыс. подписчиков
53 629 просмотров · 2 года назад
ବିଦାୟ ଗୀତ Is a College Farewell song. It can be sung for bidding farewell to a teacher, any staff and students in a semester.
Credit Acknowledgements:
Lyrics : Anil K Mohapatra
Singers: Sudipta, Smruti & Susmita
Cast: Ashru, Shankashan & Meera
Thumbnail: Uttam
Video Editing; Meera Mohapatra
Producer: Meera Mohapatra
ଜନମ ମରଣ, ମିଳନ ବିଦାୟ
ଜୀବନ ର ରୀତି ଏହା
ଜୀବନ ର ରୀତି ଏହା
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ
କାଲି ବି ସକାଳ ହେବ
ଗଛରେ ଫୁଟିବ ଫୁଲ
କାଲି ବି ସକାଳ ହେବ
ଗଛରେ ଫୁଟିବ ଫୁଲ
ତୁମେ ତ ନଥିବ ଏଠି
ଲାଗିବନି ଯମା ଭଲ
ଯେତେ ଡାକିଲେବି ଯେତେ ଝୁରିଲେବି
ଫେରିବନି ତୁମ ନାଆ
ଫେରିବନି ତୁମ ନାଆ
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ
ସ୍ମତିରେ ରହିବ ତୁମେ
ବଡ ଦିଦି ଭାଈ ହୋଇ
ସ୍ମତିରେ ରହିବ ତୁମେ
ବଡ ଦିଦି ଭାଈ ହୋଇ
ସେନେହ ଦରଦ ତୁମ
ପାରିବୁକି କେବେ ଭୁଲି
ଯେତେ ଭୁଲିଲେବି, ଯେତେ ଚାହିଁଲେବି
ସ୍ମୃତି ତୁମ ଅପାଶୋରା
ସ୍ମୃତି ତୁମ ଅପାଶୋରା
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ
ଆଖିରେ ଲୋତକ ଭରି
ତୁମକୁ ବିଦାୟ ଦେଲୁ
ଆଖିରେ ଲୋତକ ଭରି
ତୁମକୁ ବିଦାୟ ଦେଲୁ
କୁସୁମିତ ହେଉ ତୁମ ଚଲାପଥ
ଏତିକି ପ୍ରାର୍ଥନା କଲୁ
ପ୍ରଭୁ କୃପାମୟ , ପ୍ରଭୁ ଦୟାମୟ
ସିଏ ହେବେ ତୁମ ସାହା
ସିଏ ହେବେ ତୁମ ସାହା
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ
ଜନମ ମରଣ, ମିଳନ ବିଦାୟ
ଜୀବନ ର ରୀତି ଏହା
ଜୀବନ ର ରୀତି ଏହା
ତଥାପି କାହିଁକି ଏ ମନ ବୁଝେନା
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ
କହୁଥାଏ ଆହାଃ ଆହାଃ
For track contact 8895197645
#farewell #albida #farewellsong #farewellspeech #farewell2021 #farewellneverland #farewell2k22 #farewell2021 #anilmohapatra #farewellprogram #farewellsareeideas #bidaykalingeet #bidayasong #odiaviralsong #odiaviralvideos #odiaviralsong #college #collegefarewell
#bidaya #seminar #odiasong2023 #odiahitsongs #odiaalbum #odia #odiavlog #odiavlogger #odiaalbum #odiahearttouchingvideo #odiachildrenstory #odia #akashsongs #odiahitsong #odiahitsongs #odiaalbum #odiastory #anilmohapatracreations
#odiahitsong #odiaalbum #odiasong #odia #hitodiasong #songodia #odiahitsongs #odiahitsongs #odiasadsong #odiasadstatus #odiasadalbum #odiaromanticstatus #odiaromantic #odiaromanticshayari #odiaromanticvideo #odiaromantic_whatsapp_status #odiaromanticlofistatus #odiasongcollection #odiasong2022 #odiasongdarlingpremarefalling #odiasongs #odiasong2023 #odiamusic #odiamusicvideosong #odiamusicvideolatest #odiamusicvideos #odiamusicvideo #odiamusically #odiyasong #oriyasong #oriyaremix #oriya #oriyaremix #odiaviralsong #odiaviralstatus #odiaviralshorts #odiaviralvideos #odiaviralreels #collegedays #collegestudent #collegefunction #albida