ବ୍ଲାକ୍ ଥାର୍ ଭିତରୁ, ଦେଶୀ ମହୁଲି ଜବତ୍ ! black thar spurious liquor mafia, 7 apprehended, bbsr.
Pratidin TV
0:00 / 0:00
ବ୍ଲାକ୍ ଥାର୍ ଭିତରୁ, ଦେଶୀ ମହୁଲି ଜବତ୍ ! black thar spurious liquor mafia, 7 apprehended, bbsr.
296 просмотров · 5 часов назад
Pratidin TV
1,76 млн подписчиков
296 просмотров · 5 часов назад
ବ୍ଲାକ୍ ଥାର୍ ଭିତରୁ, ଦେଶୀ ମହୁଲି ଜବତ୍ ! ଦାମୀ କାରରେ ଦେଶୀ ମଦ ବେପାର। ବିପୁଳ ପରିମାଣର ଦେଶୀ ମଦ ଜବତ, ୭ ଜଣ ଗିରଫ। ବାଲିପାଟଣାରେ ଦିମହଲା ଘରେ ବଟଲିଂ କରାଯାଉଥିବା ବେଳେ ଭୁବନେଶ୍ବର ଅବକାରୀ ବିଭାଗର ଚଢାଉ। ଚଢ଼ାଉ ବେଳେ ମୁଖ୍ୟ ଅଭିଯୁକ୍ତ କିଶନ ନାୟକ ଙ୍କ ସହ 7 ଜଣ କୁ ଗିରଫ କରିଛି ଅବକାରୀ ବିଭାଗ। ଚାରୋଟି ଦାମି କାର ସହ ତିନୋଟି ବାଇକ ଓ ଏକ ବନ୍ଧୁକ ସହ ୫ ହଜାର ଲିଟର ରୁ ଅଧିକ ଦେଶୀମଦ ଜବତ୍ କରାଯାଇଛି।black thar spurious liquor mafia, 7 apprehended, bbsr.
#BhubaneswarExcise #LiquorMafiaBusted #BlackThar #OdishaCrimeNews #BhubaneswarCrime
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha